Browsing Tag

deogoan news

୧୮ ଦିନ ହେଲା ଶଯ୍ୟାଶାୟୀ ଅଛନ୍ତି ପଞ୍ଚାୟତ ପିଅନ : ଲକ୍‌ ଡ଼ାଉନ୍‌ରେ ସାଜିଥିଲେ କରୋନା ଯୋଦ୍ଧା

ଦେଓଗାଁ, (ମନୀଷ କୁମାର ସାହୁ) : ଲକଡାଉନ ହେଉ କି ସଟଡାଉନ ସବୁବେଳେ ଆଗ ଧାଡ଼ିର କରୋନା ଯୋଦ୍ଧା ସାଜି ଲୋକଙ୍କୁ କରୁଥିଲେ ସଚେତନ । କିନ୍ତୁ ଅଜଣା ରୋଗରେ ପଡ଼ି ଛଟପଟ ହେଉଛନ୍ତି ଜଣେ ପଞ୍ଚାୟତ ପିଅନ । ୯ ମାସ ଧରି ଦରମା ପାଇଁ ନ ଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ପରିବାର ଲୋକେ
Read More...

କରୁଆଁଝର ଆଜାଦ କ୍ରିକେଟ କ୍ଳବର ରଜତ ଜୟନ୍ତୀ ମହୋତ୍ସବ ଉଦଘାଟିତ : ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ହେଲେ କ୍ରୀଡାର…

ମନ ମୋହିଲେ ଢାପ ଓ ଘୁଡୁକାଆଜି ଉଦଯାପନୀଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ୍ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁର ଆଜାଦ କ୍ରିକେଟ କ୍ଲବର ରଜତ ଜୟନ୍ତୀର ଉଦ୍‌ଘାଟନୀ ଉତ୍ସବ ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ମହା ସମାରୋହରେ ଉଦଘାଟିତ ହୋଇଯାଇଛି । ସକାଳେ ରାଜ ପ୍ରତାପ
Read More...

କରୁଆଁଝର ଆଜାଦ କ୍ରିକେଟ କ୍ଲବର ରଜତ ଜୟନ୍ତୀ ଅବସରରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ଫାଇନାଲରେ ପହଞ୍ଚିଲା…

ଦେଓଗାଁ, (ମନୀଷ କୁମାର ସାହୁ) : କରୁଆଁଝର ଆଜାଦ କ୍ରିକେଟ ବ୍ଲକର ରୌପ୍ୟ ଜୟନ୍ତୀ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡିଆରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସାରସବାହାଲ୍ ପ୍ରଥମେ ବ୍ୟାଟିଂ କରି ୯୩ରନ୍ କରିଥିବା ବେଳେ ବିପକ୍ଷ ଦଳ କରୁଆଁଝର
Read More...

ଦେଓଗାଁରେ ଭାରତ ବନ୍ଦର ଆଂଶିକ ପ୍ରଭାବ : ସକାଳେ ବନ୍ଦ, ସନ୍ଧ୍ୟାରେ ଖୋଲିଲା ଦୋକାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ଆଜି ଭାରତ ବନ୍ଦର ଆଂଶିକ ପ୍ରଭାବ ପଡିଛି । ଜିଏସଟି ସମସ୍ୟାକୁ ନେଇ ଆଜି ସମଗ୍ର ଭାରତର ବ୍ୟବସାୟ ସଂଘର ବାର୍ତ୍ତାକୁ ସମର୍ଥନ ଦେଇ ବନ୍ଦ ପାଳନ କରିଛନ୍ତି । ଜିଏସଟି ଜଟିଳତା ପାଇଁ ବ୍ୟବସାୟୀମାନେ ଆର୍ଥିକ ଓ ମାନସିକ ସ୍ତରରେ ଶୋଷଣ ହେଉଥିବାରୁ
Read More...

ନିଆରା ବାହାଘର

ଦେଓଗାଁ, (ମନୀଷ କୁମାର ସାହୁ) : ବିବାହ ଦିନ ରକ୍ତଦାନ ଶିବିର କରିବାକୁ ଇଚ୍ଛା କରିଥିଲେ ଦେଓଗାଁ ବ୍ଲକ ରାଏପାଲି ଗାଁର ସଞ୍ଜୟ ମିଶ୍ର । ତାଙ୍କର ଇଚ୍ଛା ପୂରଣ କରି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ରାଏପାଲିରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଅବସରରେ ଵିଙ୍ଗ ହ୍ୟୁମାନ
Read More...

ବାଏଫ ତରଫରୁ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଆମ୍ବପାଳିରେ ଗୋ-ବିକାଶ କେନ୍ଦ୍ର ସିକୁଆଁ ଆନୁକୁଲ୍ୟରେ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ୍ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଭିନାସ
Read More...

ଦେଓଗାଁ ସିଏଚ୍‌ସିରେ ୭୧୯ଜଣ ନେଲେଣି ପ୍ରଥମ ଡୋଜ୍ କରୋନା ଟୀକା : ‌ଦ୍ୱିତୀୟ ଡ଼ୋଜ ନେଲେଣୀ ୮୦ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ‌ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ ମଧ୍ୟରେ ୬୧୯ଜଣଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ତନ୍ମଧ୍ୟରୁ ୫୬୦ଜଣଙ୍କୁ ଟିକା ପ୍ରଦାନ
Read More...

ଅଙ୍ଗନୱାଡି କର୍ମୀ ଘରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ସାମଗ୍ରୀ ସହ ସରକାରୀ ଆସବାବ ପତ୍ର : ଅଳ୍ପକେ ବର୍ତ୍ତିଲେ ପରିବାର…

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ରାତି ପ୍ରାୟ ୮ଟା ସମୟରେ ‌ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବାରୁ ଦେଓଗାଁ ବ୍ଲକ ସାଲେପାଲି ଗାଁର ଅଙ୍ଗନୱାଡ଼ି କର୍ମୀ ଇଲାବତୀ ସାହୁଙ୍କ ଘରେ ଘରେ ଥିବା ସାମଗ୍ରୀ ସହ ଆସବାବ ପତ୍ର ଗୁଡ଼ିକ ଜଳି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ଲୋକେ
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ମଣ୍ଡଳ ସ୍ତରୀୟ ୟୁଥ୍‌ ରେଡ଼କ୍ରସର ୩ଦିନିଆଁ ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡ଼ିଗ୍ରୀ ମହାବିଦ୍ୟାଳୟରେ ୩ଦିନିଆ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଇତିହାସ ଅଧ୍ୟାପକ ଜଗଦୀଶ ସିଂ ବାବୁ ସଭାପତିତ୍ବ କରିଥିବା ବେଳେ ୟୁଥ୍‌ ରେଡ଼କ୍ରସ ସଂଯୋଜକ ଗୋପାଳ
Read More...

୧୪ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଶ୍ରୀ ସତ୍ୟସାଇ କ୍ରିକେଟ କ୍ଳବ୍ ମହାଲାଇ ପକ୍ଷରୁ ଅନୁଷ୍ଠିତ ହେଉଥିବା ୧୪ବାର୍ଷିକ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ୨ଟି ଲିଗ ମ୍ୟାଚରେ ପାଣ୍ଡେଲ ଓ ବଡଙ୍ଗୋମୁଣ୍ଡା ଦଳ ଜିତି କ୍ଵାଟରଫାଇନାଲ ଖେଳିଥିଲେ ।
Read More...