ଦେଓଗାଁରେ ଧକ୍କା ଦେଲା ମୌସୁମୀ : ମରୁଡି ଚିନ୍ତାରେ ଚାଷୀ
ବର୍ଷା ପାଇ ୪ଶହ ଫୁଟ ପାହାଡ଼ ଚଢ଼ି କଲେ ଇନ୍ଦ୍ର ପୂଜାସାମିଲ ହେଲେ ୧୫ ଖଣ୍ଡ ଗାଁ ଲୋକେ
ଦେଓଗାଁ, (କେପିଏନ୍ଏସ୍) : ଆକାଶରେ ମେଘ ମାଳ ମାଳ ଥିଲେ ବି ବର୍ଷା ହେଉନଥିବାରୁ ଧାନ ଗଛ ମରିବାକୁ ବସିଛି । ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷକୁ ନେଇ ଚିନ୍ତାରେ ଥିବା ଚାଷୀ ବିରାଟ!-->!-->!-->…
Read More...
Read More...