ଦେଓଗାଁ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ
ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୧ଟା ସମୟରେ ଦେଓଗାଁ ଡାକବଙ୍ଗଳା ନିକଟରେ ଦେଓଗାଁ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଗଣ୍ଡା ସମାଜର ସଭାପତି ଯୌବନ ନନ୍ଦଙ୍କ ସଭପତିତ୍ୱ ଓ ସଂପାଦକ ଶ୍ରୀବତ୍ସୀ ନାଗ!-->…
Read More...
Read More...