Browsing Tag

deogaon news

ଦେଓଗାଁ ରେଞ୍ଜ ଅଫିସରେ ଗଜସାଥୀଙ୍କ ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ବଲାଙ୍ଗିର ଏବଂ ଦେଓଗାଁ ରେଞ୍ଜର ମିଳିତ ଭାବେ ଗଜସାଥୀମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଦେଓଗାଁ ରେଞ୍ଜରେ ଆୟୋଜିତ ହୋଇଯାଇଛି । ରେଞ୍ଜ ଅଫିସର ଆଲୋକ ମାଝୀଙ୍କ ସଭାପତିତ୍ୱରେ ବଲାଙ୍ଗିର ବନଖଣ୍ଡର ଏ.ସି.ଏଫ୍. ଅଜିତ ବିଶି ମୁଖ୍ୟ ଅତିଥି
Read More...

ସିକୁଆଁ ଶ୍ରୀହର୍ଷ ବିଦ୍ୟାଳୟରେ ଆଲୁମିନି କମିଟିର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ସ୍ଥିତ ଶ୍ରୀହର୍ଷ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୧୯୯୯ରୁ ୨୦୧୮ ପର୍ଯ୍ୟନ୍ତ ପାଠ ପଢିଥିବା ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ଠାରୁ ୨୦୨୨-୨୩ ବର୍ଷରେ ଆଦାୟ ହୋଇଥିବା
Read More...

ଲରାସରାରେ ପୁରାତନ ଛାତ୍ରଙ୍କ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୮୫ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ଦିନ ଲରାସରାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସୁବାସ ପାଣିଗ୍ରାହୀ, ପ୍ରମୋଦ ମେହେର, ଆଦିତ୍ୟ ମିଶ୍ର, କିଶୋର ମେହେର, ରାଜେଶ ଅଗ୍ରୱାଲ, ବ୍ରଜ
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନି ଅଧ୍ୟକ୍ଷତା କରି
Read More...

ନୂଆଁପଡ଼ାରେ ଅଙ୍ଗନୱାଡି କେନ୍ଦ୍ର(କ) ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧିନରେ ଥିବା ନୂଆପଡ଼ା ଗାଁରେ ଅଙ୍ଗନୱାଡି କେନ୍ଦ୍ର(କ) ଉଦ୍‌ଘାଟିତ ହୋଇଯାଇଛି । ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୀତା ବାଗ, ବିଡିଓ ପ୍ରୀତମ ତନ୍ତୀ, ଜିପିଇଓ ଦାମୋଦର ଦାଶ, ଇଓ ଶ୍ୟାମ ମୋହନ ବଢେଇ, ବ୍ଲକ
Read More...

ନୂଆପଡାରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧୀନସ୍ଥ ନୂଆପଡା ଗାଁରେ ସରପଞ୍ଚ ଜ୍ୟୋସ୍ନାରାଣୀ ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ମୁଣ୍ଡରେ ଥିବା ହଳଦୀଗୁଣ୍ଡି ପୋଖରୀ ରାସ୍ତା ମଇଳା ଆବର୍ଜନାରେ ପୂରି ରହିଥିଲା । ଗାଁର ମହିଳା
Read More...

ଜେବିବିଏସଏନରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ୧୦ଟାରେ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନର ତାଲିମ କେନ୍ଦ୍ରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ବର୍ଷର ପ୍ରିତେଶ ରଞ୍ଜନ ପାଣିଗ୍ରାହୀ, ସୌମ୍ୟରଞ୍ଜନ
Read More...

ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ନେତ୍ରଭାନୁ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଗୁଡ଼ଭେଲା ବ୍ଲକ ବର୍ଲା ନିକଟରେ ଥିବା ଗୋବର୍ଦ୍ଧନ ମଠରେ ଅନୁ‌ଷ୍ଠିତ ହୋଇଯାଇଛି । ପୂର୍ବତନ ସଇଁନ୍ତଲା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା
Read More...

ଗୌଡଗୋଠ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : କୁଲିଆବାହାଲ ଚାମ୍ପିୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ହାଇସ୍କୁଲ ପଡ଼ିଆରେ ଓମ୍ ସାଇ ରାମ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୫ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ କୁଲିଆବାହାଲ ୭ ଓଭରରେ ୬୫ ରନ୍‌ କରିଥିବା ବେଳେ ବଡଙ୍ଗୋମୁଣ୍ଡା ୭ ଓଭରରେ ୬୨ ରନ୍‌
Read More...

ଦେଓଗାଁ ଡାକବଙ୍ଗଳା ମା’ ବସ୍ତ୍ରେନ ବଣିକ ସଂଘର ବାର୍ଷିକ ଅଧିବେଶନ ଓ ପରିଚାଳନା କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକବଙ୍ଗଳା ମା' ବସ୍ତ୍ରେନ ବଣିକ ସଂଘର ବାର୍ଷିକ ଅଧିବେଶନ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଣିକ ସଂଘର ପ୍ରାୟ ୭୦ରୁ ଅଧିକ ସଭ୍ୟ ଓ ତାଙ୍କ ସହଯୋଗୀମାନେ
Read More...