ଜରାସିଂହାରେ ରାମଲୀଳା ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ରାମଲୀଳା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଜରାସିଂହା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଭଜନ କଳା ମଣ୍ଡପରେ ୧୭ଦିନ ଧରି ହେଉଥିବା ନାଟକରେ ରବିବାର ରାବଣ ବଧ ସହ ପୁଷ୍ପା ଭିସେକ୍ କରାଗଲା ଓ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାକୁ!-->…
Read More...
Read More...