Browsing Tag

delanga news

ଫକୀରଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ ଓ ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରାଥୀତଯଶା ଶିଶୁ ସାହିତ୍ୟିକ ତଥା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀରଚରଣ ପାଢ଼ୀଙ୍କ ପୁସ୍ତକ "ମେଳର ବଳ' ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ସ୍ମୃତି ସଂଗ୍ରହାଳୟ ସତ୍ୟବାଦୀର ସୁଆଣ୍ଡୋ
Read More...

ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ‌‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ
Read More...

ଭାଇଚାରା ଓ ଅସ୍ମିତାର ମହାପର୍ବ ୫ମ ଜାତୀୟ ଗ୍ରାମୀଣ ମହୋତ୍ସବ

କବି ବିଷ୍ଣୁପଦ ସେଠୀ, ବନ ପ୍ରଶାସକ ଦେବୀଦତ ବିଶ୍ୱାଳ ଓ ଡ. ସଂଘମିତ୍ରା ପତିଙ୍କୁ ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ଭାଷା, ସାହିତ୍ୟ ଓ ସାଂସ୍କୃତିର ପ୍ରମୁଖ ଅନୁଷ୍ଠାନ ‘ବିଶ୍ୱମୁକ୍ତି’ ଓ ପୁରାତନ ଛାତ୍ର ପରିଷଦ ଦ୍ୱାରା
Read More...

ମହାସମାରୋହରେ ପାଳିତ ହେବାକୁ ଯାଉଛି ‘୫ମ ଜାତୀୟ ଗ୍ରାମୀଣ ଉତ୍ସବ’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଠାରୁ ୦୪/୦୫/୨୦୨୩ ପର୍ଯ୍ୟନ୍ତ ତିନିଦିନ ବ୍ୟାପି କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା, ଡେଲାଙ୍ଗ, ପୁରୀ ପରିସରରେ ଭାଇଚାରା ଓ ଅସ୍ମିତାର ପର୍ବ '୫ମ ଜାତୀୟ ଗ୍ରାମୀଣ ଉତ୍ସବ' ମହାସମାରୋହରେ ପାଳିତ ହେବାକୁ ଯାଉଛି । ଏହି
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ବାଳିକା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ-୨୦୨୩ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବତ୍ତନ ଅଧ୍ୟକ୍ଷା, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ
Read More...

ପୃଥିବୀ ଦିବସ – ୨୦୨୩ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଗାଂଳ ଗ୍ରାମଠାରେ ପୃଥିବୀ ଦିବସ-୨୦୨୩ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅପ ସୋସିଆଲ ଆକ୍ସନ ଆଣ୍ତ ରିସର୍ଚ, ପୁରୀ ଆୟୋଜନରେ ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାର,
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷି ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଟି ମା'କୁ ପୂଜା କରୁଛି ଚାଷୀ । ଚାଷୀଙ୍କ ଶୁଭଦିନ ଅକ୍ଷୟ ତୃତୀୟା । ଶୁଭଦିନର ଶୁଭ ସମୟରେ ଆରମ୍ଭ କରେ ଧାନବୁଣା । ସୂଚନା ପ୍ରକାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡେଲାଙ୍ଗ ବ୍ଲକସ୍ତରୀୟ କୃଷକ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ସେନାର ଏକ ଗାଡି ଜଳିଯାଇଥିବା ବେଳେ ଏଥିରେ ଥିବା ୫ ଜଣ ଯବାନ ସହିଦ ହେବା ସହ ଜଣେ ଯବାନ ଗୁରୁତ୍ୱର ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ବୀର ଯବାନ ଦେବାଶିଷ
Read More...

ଆଜିର ଛାତ୍ରଛାତ୍ରୀ ଭାରତୀୟ ମହାନ୍ ସଂସ୍କୃତିରେ ଉଦ୍‌ବୁଦ୍ଧ ହେବା ବାଞ୍ଛନୀୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ବର୍ଷର ଦର୍ଶନ, ସଂସ୍କୃତି, ଐତିହ୍ୟ ପୃଥିବୀରେ ଅନନ୍ୟ । ଆଜିର ଛାତ୍ରଛାତ୍ରୀମାନେ ଆମ ସଂସ୍କୃତି ଓ ମୂଲ୍ୟବୋଧ ଆଧାରରେ ନୈତିକ ଏବଂ ଶୃଙ୍ଖଳିତ ଜୀବନ ଗଢିତୋଳିବାରେ ଅଭିଭାବକ ଓ ଗୁରୁଜନମାନେ ଚେଷ୍ଟା ଜାରି ରଖିଲେ ସର୍ବଦା ଆମ ସମାଜରେ ଶାନ୍ତ
Read More...

ଶ୍ରଦ୍ଧାଞ୍ଜଳି ସଭା ସହ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବରାଳ ବାଲୁଙ୍କେଶ୍ୱର ପୀଠ ପାର୍ଶ୍ୱରେ ସତ୍ୟଭାମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସୋବ ସହ ଶ୍ରଦ୍ଧାଞ୍ଜଳି ସଭା ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧୂପ ଦୀପ ଦେଇ ଉଦ୍‌ଘାଟନ କରିଥିଲେ ପାଲା
Read More...