Browsing Tag

delanga news

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ,
Read More...

ପବିତ୍ର ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁଠାରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ନୀତି ଅନୁସାରେ ଶ୍ରୀଗୁଣ୍ଡିଚାର ବିଶେଷ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଅଛି । ମୁଖ୍ୟ ପୂଜକ
Read More...

୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ କଂଗ୍ରେସ ପାଇଁ ସ୍କଟ୍‌ଲ୍ୟାଣ୍ଡ୍‌ ଯିବେ କଣାସର ପ୍ରଜ୍ଞାପାରମିତା ପରିଡା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋ ସହରର ସ୍କଟିସ୍‌ ଇଭେଣ୍ଟସ୍‌ କ୍ୟାମ୍ପସରେ ଅନୁଷ୍ଠିତ ହେବ ୧୯ତମ ୟୁରୋପିଆନ ମ୍ୟାଗ୍ନେଟିକ ରେଜୋନାନ୍‌ସ(ୟୁରୋମାର) କଂଗ୍ରେସ । ଏହା ଜୁଲାଇ ୯ରୁ ୧୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ କଣାସ ବ୍ଲକର
Read More...

ଡେଲାଙ୍ଗରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଡେଲାଙ୍ଗ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠଗାରରେ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ଜିଲ୍ଲା ଉପସଭାପତି ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ରଜ ପର୍ବ ଅବସରରେ ଦହି ପଣା ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅସହ୍ୟ ତାତି ଓ ଗୁଳୁଗୁଳିରୁ ପଥିକମାନଙ୍କ ତୃଷା ନିବାରଣ ପାଇଁ ଗ୍ଲୋବାଲ ୨୨୨ ସଂଗଠନ ପକ୍ଷରୁ ଦହି ପଣା ବଣ୍ଟନ କରାଯାଇଛି । ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ରଜ ପର୍ବ ଅବସରରେ ଡେଲାଙ୍ଗ - ଇନ୍ଦିପୁର ରାସ୍ତାର ପାଟପୁର
Read More...

ସାଂସ୍କୃତିକ ଆଧ୍ୟାତ୍ମିକ ଚେତନା ଓ ମହାନ କୃଷି ଭିତିକ ପର୍ବ ରଜ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ଵରେ ଅନନ୍ୟ ଓ ସ୍ୱତନ୍ତ୍ର । ସହର୍ଷ, ସ୍ନେହ, ସୌହାର୍ଦ୍ଦ୍ୟ ସହଭାଗିତା, ସୁଷମାର ମହାନ୍ ମହାମିଳନ ହେଉଛି କୃଷିଭିତ୍ତିକ ପ୍ରାକୃତିକ ପର୍ବ ରଜ । ଆଜିର କର୍ମକ୍ଲାନ୍ତ ସନ୍ତାପିତ ଜୀବନରେ ଶାନ୍ତି ପାଇଁ
Read More...

ଡେଲାଙ୍ଗରେ ବ୍ଲକସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନଃ ଉଦ୍ଧାର, ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ କଳାକାରମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୧୪ ତାରିଖକୁ 'ଲୋକକଳା ଦିବସ' ଭାବେ ପାଳନ କରିବା ପାଇଁ
Read More...

ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା

ଡେଲାଙ୍ଗ, (ଦିଲ୍ଲୀବ କୁମାର ଧାଉଡିଆ) : ବାଲେଶ୍ୱରର ବାହାନାଗଠାରେ ଶୁକ୍ରବାର ହୋଇଥିବା ହୃଦୟ ବିଦାରକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତ୍ୟୁବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମର ସଦ୍‌ଗତି କାମନା ନିମନ୍ତେ ମେକ୍ ଇନ ଇଣ୍ଡିଆ ଆଣ୍ଡ
Read More...

ବରକେରାରେ ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମହମବତୀ ଶୋଭାଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା ଓ ପଲ୍ଲୀମଙ୍ଗଳ ଯୁବକ ସଂଘ ବରକେରା ଆନୁକୂଲ୍ୟରେ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଡ. ଘନଶ୍ୟାମ ସ୍ୱାଇଁ ଗତ ମେ' ମାସ ୩୧ ତାରିଖ ଦିନ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ପାଇଁ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର
Read More...