Browsing Tag

delanga news

ଡେଲାଙ୍ଗରେ ସାଇବର ସଚେତନତା ରଥ ପରିକ୍ରମା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ରୋକିବା ନେଇ ଏକ ସଚେତନତା ରଥ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ସାଇବର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ସହଯୋଗରେ ଏକ ସଚେତନତା
Read More...

ଡେଲାଙ୍ଗ ସାହିତ୍ୟ ସଂସଦର କବିତା ପାଠୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି କେବେ ମରେ ନାହିଁ, ବଂର ତାର କବିତାର ପାଠକୀୟତା ତାକୁ ବଞ୍ଚାଇ ରଖେ ବୋଲି ଗୁଜୁରୀ ଭାଇଙ୍କ ଶ୍ରାଦ୍ଧ ଦିବସରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଡେଲାଙ୍ଗ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଲୋକପ୍ରିୟ ପଲ୍ଲୀକବି ଦିବ୍ୟଂଗତ ଲକ୍ଷ୍ମୀଧର ଦଳେଇ
Read More...

ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ଅଭିଭାବକମାନଙ୍କ ରାସ୍ତାରୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ସୋମବାର ଦିନ ପଟ୍ଟନାୟିକିଆ-ଖୋର୍ଦ୍ଧା ରାସ୍ତାର ବେରବୋଇ ଛକଠାରେ ରାସ୍ତା ଅବରୋଧ
Read More...

ବିଶ୍ୱ ଅହିଂସା ଦିବସ ପାଳନ

ଡେଲାଙ୍ଗ, (କେପିଏନ୍‌ଏସ୍‌) : ବିଶ୍ୱ ଅହିଂସା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର କାଦୁଆ ସ୍ଥିତ ଉତ୍କଳମଣୀଙ୍କ ପ୍ରତିଷ୍ଠିତ ଦରିଦ୍ର ନାରାୟଣ ସେବା ସଂଘ ପରିସରରେ ସାରସ୍ୱତ ସାଧକ ଫକୀର ଚରଣ ପାଢୀଙ୍କ ରଚିତ ଗାନ୍ଧୀ ଜୀବନୀ ପୁସ୍ତକ 'ଧନ୍ୟବାଦ' ଲୋକାର୍ପିତ ହୋଇଯାଇଅଛି । ସାହିତ୍ୟ
Read More...

ଗାନ୍ଧୀ ଜୟନ୍ତୀରେ ବେରବୋଇ ଗାନ୍ଧୀ ସ୍ମୃତିପୀଠ ପ୍ରବଳ ଜନ ସମାଗମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଐତିହାସିକ ବେରବୋଇ ଗାନ୍ଧୀ ସ୍ମୃତିପୀଠ ସୋମବାର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବେରବୋଇ ଗାନ୍ଧୀ ସ୍ମୃତି ପୀଠ ସୋମବାର ଉତ୍ସବ ମୁଖର
Read More...

ସତ୍ୟ, ଶାନ୍ତି, ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହେଲେ ସମାଜରେ ଚିରଶାନ୍ତି ବଜାୟ ରହିବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ କାହିଁକି ବିଶ୍ୱର ଜଣେ ଶ୍ରେଷ୍ଠ ମଣିଷ ଭାବେ ସର୍ବତ୍ର ବନ୍ଦନୀୟ ମହାପୁରୁଷ ମହାତ୍ମା ଗାନ୍ଧୀ ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ ଶାନ୍ତିଦୂତ ଭାରତର ପ୍ରାକ୍ତନ ସଚ୍ଚା ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଧାୟକ ରୂଦ୍ରପ୍ରତାପ ମହାରଥୀଙ୍କ ସହିତ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ବାସନ୍ତି ସାହୁ ଭାଇସ ଚେୟାରମ୍ୟାନ ଦୁର୍ବାଷା ନିଶଂକ, ପ୍ରାକ୍ତନ ବ୍ଲକ
Read More...

ଡେଲାଙ୍ଗରେ ଏନଆରଟିଏସ ପରୀକ୍ଷା ଦେଲେ ୧୪୭ ଜଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତି ପରୀକ୍ଷା (ଏନ୍‌ଆର୍‌ଟିଏସ୍‌) ସୋମବାର ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହୋଇଯାଇଛି । ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ୧୫୩ ଜଣ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେବାକୁ ଥିବା ବେଳେ ୧୪୭ ଜଣ ୯ମ
Read More...

ଖୁଦୁରୁକୁଣୀ ଶେଷ ରବିବାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖୁଦୁରୁକୁଣୀ ଓଷା ଓଡିଶାର ପୁରପଲ୍ଲୀରେ ଏହା ଭାଦ୍ରବମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା'ମଙ୍ଗଳାଙ୍କ ପାଖରେ ନିଜ ଭାଈମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଆଜି ଡେଲାଙ୍ଗରେ ପ୍ରତି ଗାଁ ଗଣ୍ଡାରେ
Read More...

ବିଶ୍ବ ସାଙ୍କେତିକ ଭାଷା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ସାଙ୍କେତିକ ଭାଷା ଦିବସ ନୀଳାଚଳ ସେବା ପ୍ରତିଷ୍ଠାନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ କନ୍ଦୁରି ଚରଣ ଚମ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ସାଙ୍କେତିକ ଭାଷାର ପ୍ରୟୋଗ ଓ ଗୁରୁତ୍ଵ ଉପରେ ଆଲୋଚନା
Read More...