Browsing Tag

daringibadi news

୧୦ କେଜି ଗଞ୍ଜେଇ ଜବତ : ୧ ଗିରଫ

ଦାରିଙ୍ଗବାଡ଼ି : ୧୦ କେଜି ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ଅବକାରୀ ଥାନା ପୋଲିସ । ଗିରଫ ବେପାରୀ ଜଣକ ହେଉଛି ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର ମହେଶ୍ୱର ସାହାଣୀ(୪୮) । ଅବକାରୀ ଥାନା ଅଧିକାରୀ ଜଗବନ୍ଧୁ ଜାନି, ବିଶେଷସୂତ୍ରରୁ ଖବର ପାଇ ଡବେରି
Read More...

ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

ଦାରିଙ୍ଗବାଡି : ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ
Read More...

ଗଛରେ ପିଟିହେଲା କାର୍ : ୪ ଆହତ

ଦାରିଙ୍ଗବାଡ଼ି : ଶ୍ରାନିକେତା ପଞ୍ଚାୟତ ଲିରିକେତା ଘାଟିରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ବାଲିଗୁଡ଼ାରୁ ମୋହନା ଫେରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ
Read More...

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ସାମ୍ନା ପୋଖରୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ତପିଶା ପ୍ରଧାନ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ । ସ୍ଥାନୀୟ
Read More...

ସଡକ ଦୁର୍ଘଟଣା

ଦାରିଙ୍ଗବାଡି : ଦାରିଙ୍ଗବାଡି ଡୁଲୁରୀ ପାଇନ୍‌ ଜଙ୍ଗଲ ବ୍ରିଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଇକୋ ରିସଟର ଏକ କାର ଦାରିଙ୍ଗବାଡିରୁ ବୁଲିବାକୁ ଯାଉଥିବା ସମୟରେ କୌଣସି କାରଣରୁ କାର୍‌ଟି ଭାରସାମ୍ୟ ହରାଇ ପାଣି ପମ୍ପ ହତା ଭିତରକୁ ପଶିଯାଇଥିଲା ଫଳରେ କାରଖ
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦାରିଙ୍ଗବାଡିର ମିଡିଉବନ୍ଧ ଝରଣା : ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁ

ଦାରିଙ୍ଗବାଡି, (କେପିଏନ୍‌ଏସ୍‌) : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦାରିଙ୍ଗବାଡିର ମିଡିଉବନ୍ଧ ଝରଣା । ଏଥିପ୍ରତି କିନ୍ତୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଦୃଷ୍ଟି ନଥିବାରୁ ଅବହେଳିତ ହୋଇପଡିଛି ଏହି ନିର୍ଝରିଣୀ । ସୂଚନା ଯୋଗ୍ୟ ଯେ, ଦାରିଙ୍ଗବାଡି ସହରରୁ ବ୍ରହ୍ମପୁର ଆଡକୁ
Read More...

କୀଟନାଶକ ଔଷଧ ପିଇ ପ୍ରେମରେ ବିଫଳ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି : କୀଟନାଶକ ଔଷଧ ପିଇ କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ପ୍ରାୟ ୯ଟାରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ପିଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ । କିଛି ସମୟ
Read More...