ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କଟକ : ଆୟ ବର୍ହିିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ ଶ୍ରୀ ମିଶ୍ରଙ୍କ ଘର ଅଫିସ ସମେତ କଟକ, କୋରାପୁଟ, ଯାଜପୁର ଓ ଭୁବନେଶ୍ୱରରେ ରେଡ଼୍ କରୁଥିବା ଜଣାପଡ଼ିଛି । ଏହି!-->…
Read More...
Read More...