Browsing Tag

cuttack news

ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୨ ଗିରଫ

କଟକ : କଟକ ଲିଙ୍କରୋଡ ନିକଟରୁ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ପ୍ରାୟ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ବିହାରର ଛୋଟୁ କୁମାର ଗୌର ଓ ରଜନିକାନ୍ତ ପଣ୍ଡିତ ବୋଳି ଜଣାପଡିଛି
Read More...

ପୁଣି କଟକ ନରାଜ ବ୍ୟାରେଜ୍‌ରେ ଫସିଲେ ୨ଟି ହାତୀ

କଟକ : ପୁଣି କଟକ ନରାଜ ବ୍ୟାରେଜ୍‌ ନିକଟରେ ୨ଟି ହାତୀ ପାଣିରେ ଫସିରହିଥିବା ସୂଚନା ମିଳିଛି । ବନବିଭାଗର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଗି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସିଥିବାର ଦେଖିବାକୁ ମିଳିଛି । ଖବର
Read More...

କଟକ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ : ଘୋଷଣା କଲା ବିଜେପି

କଟକ : କଟକ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି ।
Read More...

ଭୟାବହ ଅଗ୍ନିକାଣ୍ଡ

କଟକ : କଟକର ବଡ଼ ମେଡିକାଲ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ସୂଚନା ଅନୁସାରେ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ ସମ୍ମୁଖରେ ଥିବା ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଟ୍ରାନ୍ସଫରମରଟି ହଠାତ୍ ହୁ ହୁ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକେ
Read More...

୧ କୋଟି ଟଙ୍କାର ଗଞ୍ଜେଇ ଜବତ

କଟକ : ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ଆଜି କଟକ ମଙ୍ଗୁଳି ଛକ ନିକଟରେ ଅବକାରୀ ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରି ଏହି ଚାଲାଣରେ ସଂମ୍ପୃକ୍ତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ୨ ଜଣଙ୍କ ମଧ୍ୟରୁ ଜଣେ
Read More...

ଆଜି ସରିବ ପଞ୍ଚାୟତ ନିର୍ବାଚନ

କଟକ : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟଦାନର ଶେଷ ଦିନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟର ୨୫ଟି ଜିଲ୍ଲାର ୧୩ ହଜାର ୫୧୪ ବୁଥ୍‌ରେ ମତଦାନ ଚାଲିଥିବା ବେଳେ ଏହି ପର୍ଯ୍ୟାୟରେ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ମଧ୍ୟ ଭୋଟ ପଡିବ । ତେଣୁ ଏହି ମାଓ
Read More...

ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

କଟକ : ଯାଜପୁର କୁଆଖିଆ ଅଞ୍ଚଳର ଜଣେ ଯୁବକ ନିଜ ପେଟରେ ନିଜେ ଛୁରୀ ଭୁଷିହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୁଆଖିଆ ଅଞ୍ଚଳର ସଞ୍ଜୟ କୁମାର ଦାସ ନାମକ ଜଣେ ଯୁବକ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ କଟକ ମହାନଦୀ ବିହାର ଆସିଥିବା ବେଳେ କୌଣସି କାରଣରୁ
Read More...

ଯୁବକ ଗିଳିଦେଲେ ବାଲାଟ୍‌ ପେପର୍‌

ତିଗିରିଆ : କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତର ୫ନଂ ବୁଥ୍‌ରେ ଗତକାଲି ମତଦାନ ଚାଲିଥିବା ବେଳେ ଜଣେ ଯୁବକ ବାଲାଟ୍‌ ପେପର୍‌ ଗିଳି ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଞ୍ଚଗାଁ ପଞ୍ଚାୟତର ୫ନଂ. ବୁଥ୍‌ରେ ଗତକାଲି ମତଦାନ ଚାଲିଥିବା ସମୟରେ ଅପରାହ୍ନ ୧ଟାରେ
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କଟକ : କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଚାର କାର୍ଯ୍ୟ ସାରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ନେଇ ମାନସ କୁମାର ଦାସ ସାଲେପୁର
Read More...

ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ ବିଶ୍ୱାତ୍ମ ଚେତନା ବାଳ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ

କଟକ : ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ କଟକର କିଶୋର ନଗର‌ଠାରେ ବିଶ୍ୱାତ୍ମ ଚେତନା ବାଳ ସଂସ୍କାର କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀ ଜୀ, ସ୍ୱାମୀ ନିଜବୋଧାନନ୍ଦ ସରସ୍ଵତୀ ଜୀ, ବିଶ୍ୱାତ୍ମ ଚେତନା
Read More...