ଭୟାବହ ଅଗ୍ନିକାଣ୍ଡ : ଜୀବନ୍ତ ଦଗ୍ଧ ହୋଇଗଲେ ଯୁବତୀ
କଟକ : ଜାଳେଣି ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଭଳି ଅଭାବନୀୟ ଘଟଣା ଘଟିଛି ଲାଲବାଗ ଥାନା ଅନ୍ତର୍ଗତ ସୂତାହାଟ ଅଞ୍ଚଳରେ । ସୂଚନା ଅନୁଯାୟୀ ମୃତ ଯୁବତୀ ଜଣକ ହେଲେ ସାଜିଦ ଅଲ୍ଲୀଙ୍କ ଝିଅ ଲତିଫା ଶେଖ୍(୨୨) । ଅଗ୍ନିକାଣ୍ଡ ସଂକ୍ରାନ୍ତରେ ସୂଚନା!-->…
Read More...
Read More...