Browsing Tag

cuttack news

ସର୍ଟସର୍କିଟ୍ ଯୋଗୁଁ ୨ ମହଲାରେ ଅଗ୍ନିକାଣ୍ଡ

କଟକ : କଟକ ଯୋବ୍ରା ୪୧ ନମ୍ବର ୱାର୍ଡ ନୂଆ ସାହିରେ ଅଗ୍ନିକାଣ୍ଡ । ନୂଆ ସାହି ସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ଅଗ୍ନିଶମ ବିଭାଗ । ଏହି ନିଆଁ ସ୍ୱର୍ଗତ ଦିବାକର ମହାନ୍ତିଙ୍କ ଘରେ ଲାଗିଥିବା ଜଣାପଡ଼ିଛି । ତେବେ
Read More...

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

୩୨୧୮ ସେଣ୍ଟର୍‌ରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ କଟକ : ରାଜ୍ୟର ସବୁଠାରୁ ବଡ଼ ପରୀକ୍ଷା କୁହାଯାଉଥିବା ମାଟ୍ରିକ୍‌ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ସମ୍ମେଟିଭ୍‌ ଆସେସମେଣ୍ଟ୍‌-୨ ପରୀକ୍ଷା ୨୦ ତାରିଖ
Read More...

କୈବଲ୍ୟ ସାହିତ୍ୟ ସଂସଦର ବିଶ୍ୱ ରେକର୍ଡ ପାଇଁ ପ୍ରୟାସ

କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ପୃଥିବୀରେ ଗୋଟିଏ ସ୍ଵୀକୃତିପ୍ରାପ୍ତ ଭାଷା ଓଡ଼ିଆ ଭାଷାର ବହୁଳ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ବିଶ୍ଵ ରେକର୍ଡ ପାଇଁ ବର୍ଷ ୨୦୨୨-୨୩ ପାଇଁ ଆବେଦନ କରିଛନ୍ତି । କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଏବଂ ଜଗନ୍ନାଥ
Read More...

ନକଲି ମେଡିସିନ୍ ଜବତ, ମାଲିକ ଅଟକ

କଟକ : ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଡ୍ରଗ୍ସ ବିଭାଗ ଓ ପୁରୀଘାଟ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନକଲି ମେଡିସିନ୍ ବିକ୍ରି କରିବା ଅଭିଯୋଗରେ ଶ୍ରୀ ଡିଷ୍ଟ୍ରିବୁଟର ମାଲିକ ବିଜୟ ଅଗ୍ରୱାଲକୁ
Read More...

ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ମହାସଭା

କଟକ, (ସସ୍ମିତା ପ୍ରଧାନ) : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି, ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ
Read More...

ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଉଦ୍‌ଘାଟିତ

କଟକ : କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ । ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ ରହିବା ଉପରେ ସଚେତନତା ସୃଷ୍ଟି
Read More...

ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ । ୯୨୯ଟି କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
Read More...

୨୫ରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌

କଟକ : କଟକରେ ଉଦ୍‌ଘାଟିତ ହେବ ଜୁଡିସିଆଲ୍‌ ମ୍ୟୁଜିୟମ୍‌ । ୨୫ତାରିଖ ଦିନ ଗଡଖାଇ ନିକଟରେ ରାଜ୍ୟପାଳ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟୁଜିୟମ୍‌ରେ ରହିବ ବିଚାର ବିଭାଗ ଇତିହାସ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ଠାରୁ ଆରମ୍ଭ କରି ବ୍ୟବହୃତ ହେଉଥିବା
Read More...

୨୭ରେ ହେବ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ଷ୍ଟେଜ୍‌-୧ ଏବଂ ଷ୍ଟେଜ୍‌-୨ ପରୀକ୍ଷା ଗୋଟିଏ ଦିନରେ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟେଜ୍‌-୧ ପରୀକ୍ଷା ଲାଗି ଷଷ୍ଠ ଶ୍ରେଣୀର ୫୬ ହଜାର ୬୯
Read More...

ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ

କଟକ : କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହେଉଛି । ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବନ୍ଦୋବସ୍ତ
Read More...