Browsing Tag

chhatrapur news

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଭାଇ, ଭଉଣୀ ଓ ମାଆମାନଙ୍କୁ ସଭିଙ୍କୁ ପାରମ୍ପରୀକ ଭାବେ
Read More...

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଛତ୍ରପୁର ରେଳଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳଷ୍ଟେସନର ଉନ୍ନତି ସକାଶେ ଛତ୍ରପୁର ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଗତକାଲି ରାତି ୧୦ଟାରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ରାୟଗଡା ଗସ୍ତ କରିବା
Read More...

ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସଦ୍‌ଭାବନା ଦିବସ ପାଳିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ରାଜୀବଗାନ୍ଧୀଙ୍କ ୭୭ତମ ଜୟନ୍ତୀ ଦିବସ ଅଗଷ୍ଟ ୨୦ ତାରିଖ ଦିନଟିକୁ ସାରାଭାରତ ବର୍ଷରେ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଉଛି । ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ
Read More...

ସମାଜସେବୀଙ୍କ ଅକାଳ ବିୟୋଗ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିଖରପଲ୍ଲୀ ଗ୍ରାମର ନିରାକାର ପ୍ରଧାନ(୪୭)ଙ୍କ ଆଜି ହଠାତ୍‌ ପରଲୋକ ହୋଇଯାଇଛି । ତାଙ୍କର ଜଣେ ୨୦ବର୍ଷ ବୟସର ବିବାହିତା ଝିଅ ଓ ଜଣେ ୧୭ବର୍ଷର ପୁଅ ଥିବା ଜଣାଯାଇଛି । ସେ ଜଣେ
Read More...

ପୁରୁଣା ମାଛବଜାର ସ୍ୱଭାବିକ ହେବ ବୋଲି ପ୍ରତିଶୃତି ଦେଲେ କର୍ତ୍ତୃପକ୍ଷ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଏକ ସପ୍ତାହ ଧରି ଛତ୍ରପୁର ମାଛ ବଜାରକୁ ନେଇ ଦେଖା ଦେଇଥିବା ବିବାଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ହସ୍ତକ୍ଷେପ ପରେ ତୁଟିଛି । ଘଟଣାରୁ ପ୍ରକାଶ ଯେ, ଛତ୍ରପୁର ସହରରେ ଥିବା ପୂରାତନ ମାଛ ବଜାରରେ ପୁରୁଷାନୁକ୍ରମେ ଛତ୍ରପୁର ଉପକଣ୍ଠ
Read More...

ସଂଗ୍ରାମ ସ୍ପୋର୍ଟସ କ୍ଲବର ଆଧୁନିକ ଜିମ୍ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି । ରୋଗମୁକ୍ତ ରହିବା ନିମନ୍ତେ ସମସ୍ତେ ସୁଷମ ଖାଦ୍ୟପେୟ ସାଂଗକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଦ୍ୱାରା କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଢି ହୁଏ ତାହା ନୁହେଁ ବରଂ ଏହା
Read More...

ମାଛ ବଜାର ବାରମ୍ବାର ଉଚ୍ଛେଦ ତଥା ସ୍ଥାନ ପରିବର୍ତ୍ତନ ନେଇ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରଦପ୍ତର ଛତ୍ରପୁରଠାରେ ଥିବା ପୁରୁଣା ମାଛ ବଜାର ଉଚ୍ଛେଦ ଅବା ସ୍ଥାନ ପରିବର୍ତ୍ତନ ନେଇ ସୋମବାର ମତ୍ସ୍ୟଜୀବୀ ତଥା ମାଛ ବ୍ୟବସାୟୀ ମାନେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରି ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବ୍ୟବସାୟୀମାନଙ୍କୁ
Read More...

ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଆୟୋଜିତ ଆନୁଷ୍ଠାନିକ ସମ୍ମିଳିତ ପରେଡ଼ରେ ମୁଖ୍ୟଅତିଥୀ ଭାବେ ଯୋଗଦେଉଥିବା ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପୂର୍ବଦିନ
Read More...

ଦୁଇ ଦିନିଆ ଶିଳ୍ପ ପ୍ରଯତ୍ନ ବୈଠକ ଉଦ୍‌ଯାପିତ

ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଯୁବ ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା, ସୁଯୋଗ ଯୋଗାଇ ଦିଆଯିବ - ଅସୀତ୍ ତ୍ରିପାଠୀ ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଋଷିକୂଲ୍ୟା) ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି,
Read More...

ଖୁବଶୀଘ୍ର ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ ନାଗରିକ କମିଟିର ଦାବୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭଡିଲା ନାଗରିକ କମିଟି । ଏନେଇ ଶନିବାର ସ୍ଥାନୀୟ ପିଏନ୍‌ୟୁଏ କଲେଜ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଆଲୋଚନା କରାଯାଇଥିବା ସହରର ବିଭିନ୍ନ ସମସ୍ୟାର
Read More...