ଛତ୍ରପୁର ବ୍ଲକ ସ୍ତରୀୟ ଅଣ-ସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତରେ ଦିନକୁ ଦିନ ଅଣ ସଂକ୍ରାମକ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ମସ୍ତିଷ୍କଘାତ, କର୍କଟ ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସ୍ଵାସ୍ଥ୍ୟଗତ ଓ ସାମାଜିକ ଅଭିବୃଦ୍ଧିରେ ନୀରବ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହିରୋଗର!-->…
Read More...
Read More...