Browsing Tag

bramhapur news

ଟାଟା ମୋଟରରେ ନିଯୁକ୍ତି ନାଁରେ ଠକେଇ ମାମଲା : କୋର୍ଟରେ ହାଜର ହେଲେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି, ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ । ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର କୋର୍ଟରେ ସେ ହଜାର ହୋଇ ନିଜ ପକ୍ଷ
Read More...

ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନା ସ୍ଥଗିତ

୨୧ରେ ପୁଣି ବୈଠକ ବସି ଫୈସଲା ହେବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆର୍ଜିପଲ୍ଲୀ ଗ୍ରାମପଞ୍ଚାୟତ ବାସୀଙ୍କ ତରଫରୁ ନେତ୍ତୃବର୍ଗ, ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ତ୍ରିପାକ୍ଷିକ
Read More...

ଭଞ୍ଜନଗରରେ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ (ଜେଲ୍ ପଡିଆ) ଠାରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳା ଚଳିତ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ
Read More...

ମା’ ରାମଚଣ୍ଡୀ ଶକ୍ତିପୀଠରେ ସଙ୍କୁଳସ୍ତରୀୟ ସମିତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଅନୁଯାୟୀ ଚଳିତ କାର୍ତ୍ତିକ ଶୁକ୍ଳ ନବମୀ, ଇଂରାଜୀ ତାରିଖ ୧୦/୧୧/୨୦୨୪, ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁର ସୌଜନ୍ୟରେ ଛତ୍ରପୁର ସଙ୍କୁଳ ସ୍ତରୀୟ ପରିଚାଳନା ସମିତି
Read More...

ରାମଚଣ୍ଡୀ ମନ୍ଦିରର ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ରହିଥିବା ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ଜଣେ ଦକ୍ଷତା ସମ୍ପନ୍ନ ସେବକ ସନ୍ତୋଷ ମହାରଣାଙ୍କ ଗତକାଲି ମଧ୍ୟାହ୍ନ ବେଳକୁ ଦେହାନ୍ତ ହେଇଯାଇଛି । ହିଞ୍ଜିଳିକାଟୁ ବ୍ଲକ କୋଟିଆପଦର ଗ୍ରାମପଞ୍ଚାୟତ
Read More...

କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରୀ ତ୍ରିଷ୍ଣା ରାୟ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଆଫ୍ରିକାରେ ସୁନ୍ଦରୀ ପ୍ରତିଯୋଗିତା ମିସ୍‍ ଟିନ୍‍ ୟୁନିଭର୍ସ-୨୦୨୪ରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟ ହାସଲ କରିଛନ୍ତି । ଏହା ସହ ମିସ୍‍ ଟିନ୍‍ ୟୁନିଭର୍ସ -୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି ।
Read More...

ପ୍ରାଚୀନ ନୌବାଣିଜ୍ୟର ସ୍ମୁତି ଗୋପାଳପୁରରେ ହେବ ବୋଇତ ବନ୍ଦାଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟର ପରମ୍ପରା ଗଞ୍ଜାମ ଜିଲ୍ଲା ଏକ ଗୌରବମୟ ଗାଥା ବହନ କରିଆସିଛି । ଯାହାର ଅଧ୍ୟାୟ ଭାରତ ଇତିହାସରେ ଲିପିବଦ୍ଧ ହୋଇଛି । ବହୁ ନଦନଦୀ, ସମୁଦ୍ର ଦେଇ କଳିଙ୍ଗର ଉପକୂଳ ଅଞ୍ଚଳ ନୌଚାଳନ ପାଇଁ ବିଶେଷ ଅନୁକୂଳ
Read More...

ଆମ୍ ଆଦମୀ ପାର୍ଟି ତରଫରୁ ଛତ୍ରପୁର ଠାରେ ସାଂଗଠନିକ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ୍ ଆଦମୀ ପାର୍ଟି ତରଫରୁ ଛତ୍ରପୁର ଠାରେ ଏକ ସାଂଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳୀୟ ସଂଗଠନକୁ ମଜବୁତ୍ କରିବା ଲାଗି ଆପ୍ରାଣ ଉଦ୍ୟମ ଜାରୀ ରଖି
Read More...

ଛତ୍ରପୁର ଉଦ୍ୟାନ ବିଭାଗ ପକ୍ଷରୁ ଉନ୍ନତ ଫଳ ଚାଷ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୨ ଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ବିଭିନ୍ନ ଫଳଚାଷ ଉପରେ ଦୁଇ ଦିନିଆ ତାଲିମ୍ ଶିବିର
Read More...

ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରବିବାର ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ପରିଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା
Read More...