Browsing Tag

bramhapur news

ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଧରାପଡ଼ିଲା ଲାଞ୍ଚ କାରବାର : ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଲାଞ୍ଚ କାରବାରରେ ଧରାପଡ଼ିବାରୁ ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି । ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର । ଅସ୍ତ୍ରୋପଚାର ସରି ଛୁଆ ଜନ୍ମ ହେବା ପରେ ଗରିବ ରୋଗୀଙ୍କ ଭାଇଙ୍କ
Read More...

ମା’ ତାରାତାରିଣୀ ମନ୍ଦିର ସୁରକ୍ଷା ପାଚେରୀ ଓ ଋଷିକୁଲ୍ୟା ନଦୀର ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତିପୀଠ ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟା ମା' ତାରାତାରିଣୀ ମନ୍ଦିର ସୁରକ୍ଷା ନିମନ୍ତେ ଗ୍ରାମୀଣ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର ପାର୍ଶ୍ଵ ସୁରକ୍ଷା ପାଚେରୀର
Read More...

ଗଞ୍ଜାମ ଜିଲ୍ଲସ୍ତରୀୟ ପେନସନ ଅଦାଲତ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ 'ଋଷିକୂଲ୍ୟା' ଡିଆର୍‌ଡିଏ ସମ୍ମିଳନୀ
Read More...

କାଉନସିଲରଙ୍କୁ ଅଣଦେଖା ଅଭିଯୋଗ

• ଗଞ୍ଜାମ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇଲେ ବିରୋଧୀ କାଉନସିଲର• ଆଶୁ ସମାଧାନ ନ ହେଲେ ସ୍ୱାୟତ୍ତ ଶାସନ ଦିବସ ବର୍ଜନ ହେବ ବୋଲି ଚେତାବନୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇବା ସହ
Read More...

ଛତ୍ରପୁର ବ୍ଲକ କଣମଣା ଗ୍ରାମ ପଞ୍ଚାୟତ କ୍ଳଷ୍ଟରରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ୍ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା କ୍ଳଷ୍ଟରର ସମସ୍ତ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସ୍ଥାନୀୟ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଆର୍‌ସିସି ତଥା ସହକାରୀ
Read More...

ନକଲି ଗୁଟ୍‌ଖା କାରଖାନା ଉପରେ ପୁଲିସ ପକ୍ଷରୁ ଚଢାଉ

• ୧୫ ଲକ୍ଷ ଟଙ୍କାରୁ ଅଧିକ ଗୁଟ୍‌ଖା ସହ ଗୁଟ୍‌ଖା ତିଆରି ମେସିନ ଓ ଅନେକ ପ୍ରସ୍ତୁତି ସାମଗ୍ରୀ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ଥାନା ଅନ୍ତର୍ଗତ ଲୋଚ୍ଚାପଡା ଶ୍ରୀମାନଗରରେ ଚାଲିଥିବା ଏକ ନକଲି ଗୁଟ୍‌ଖା କାରଖାନାରେ ପୁଲିସ ପକ୍ଷରୁ ଚଢାଉ କରି ସେଠାରୁ ବିପୁଳ ପରିମାଣର
Read More...

ଗୋଳନ୍ଥରା ଥାନା ରଣ୍ଢା ଛକଠାରେ ବାଇକ ସହ ଟ୍ରକ ଧକ୍କା : ୧ ମୃତ, ୨ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହର ଆନ୍ଧ୍ର-ସୀମାନ୍ତ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକଠାରେ ବାଇକକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ ଦୁଇ ଆହତ । ମିଳିଥିବା ସୂଚନା ପ୍ରକାରେ, ଗୋଟିଏ ବାଇକରେ ସ୍ତ୍ରୀ ଓ ଛୁଆକୁ ନେଇ ସ୍ୱାମୀ ବ୍ରହ୍ମପୁର ଆସୁଥିବା ବେଳେ ଗୋଟେ ଟ୍ରକ
Read More...

ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ୍. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ୍. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଗତକାଲି ପାଳିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମସ୍ଥ ସିପିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସିପିଆଇ ଛତ୍ରପୁର
Read More...

ଛତ୍ରପୁର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ସହାୟତା ଚିହ୍ନଟକରଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୌଜନ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଛତ୍ରପୁର ବ୍ଲକସ୍ତରୀୟ ସହାୟତା ଚିହ୍ନଟକରଣ ଶିବିର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ
Read More...

ରୁକ୍ମିଣୀ ଗାଁଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରୁକ୍ମିଣୀ ଗାଁଠାରେ ଏକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର
Read More...