Browsing Tag

bramhapur news

ଆମ ଐତିହ୍ୟ – ଆମ ଗୌରବ

• ତଳେ ଦିନ ଥିଲା ଏହା ଆମର ଆଦର୍ଶ ପୁଷ୍କରିଣୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସହରର ମଧ୍ୟଭାଗରେ ଅବସ୍ଥିତ ବାବାଜୀ ତୋଟାସାହିର ଏହି ସର୍ବ ପୁରାତନ ଜଳାଶୟ (ପୁଷ୍କରିଣୀ)ଟି ଦିନେ ଥିଲା ଏକ ଆଦର୍ଶ ପୁଷ୍କରିଣୀ । ଏହି ଜଳାଶୟ ଉପରେ ବହୁ ଲୋକେ
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ

ସ୍ମରଣିକା 'ଶାମୁକା' ପାଇଁ ଲେଖା ଆହ୍ୱାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ଡିସେମ୍ବର ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଗୋପାଳପୁର ବେଳାଭୂମିର ସିକତା ଶୋଭିତ ସ୍ଥଳରେ ଅନୁଷ୍ଠିତ ହେବ । ଏହି
Read More...

ଡ଼ିଏସଆର ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟର ବାର୍ଷିକ ଉତ୍ସବ ପାଳିତ

• ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ଟି. କ୍ରିଷ୍ଣାଙ୍କ ନୃତ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁରର ଅଗ୍ରଣୀ ସଂଗଠନ ଡ଼ିଏସଆର ନୃତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ
Read More...

ଭୀଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ         

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ହାଇସ୍କୁଲର ହୀରକ ଜୟନ୍ତୀ ମହୋତ୍ସବ ପାଳନ ହେବାକୁ ଯାଉଛି । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରଧାନ ଶିକ୍ଷକ
Read More...

ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ନାଟକ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ଠାରେ ଶ୍ରୀ ଶ୍ରୀ ଭାଗବତ ସ୍ୱାମୀ ନାଟ୍ୟ ସଂସଦ ଆନୁକୂଲ୍ୟରେ 'ସ୍ୱପ୍ନ ହଜିଗଲା ଆଖି ଲୁହରେ' ସାମାଜିକ ନାଟକ ରବିବାର ମଞ୍ଚସ୍ଥ ହୋଇଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ
Read More...

ବ୍ରହ୍ମପୁରର ବିଭିନ୍ନ ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହରରେ ଥିବା ନର୍ସିଂହୋମରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ ମିଳିତ ଭାବେ ଚଢ଼ାଉ କରିଥିବା ଜଣାପଡିଛି । ନର୍ସିଂହୋମରେ ବିଭିନ୍ନ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଆଜି ବ୍ରହ୍ମପୁର
Read More...

ଗଞ୍ଜାମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କୁ ନେଇ ଅଗ୍ରଣୀ ସଂସ୍ଥାନ ଓକେସିଏଲର କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ରାଜ୍ୟର ଅଗ୍ରଣୀ ସଂସ୍ଥାନ ଓକେସିଏଲ୍‌ ପକ୍ଷରୁ "ଜ୍ଞାନ କେନ୍ଦ୍ର ମାଧ୍ୟମରେ ଅର୍ଥନୈତିକ ଓ ସାମାଜିକ ନେତୃତ୍ୱ ଗଠନ "ଶୀର୍ଷକ କର୍ମଶାଳାର ଆୟୋଜନ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଶନିବାର ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି
Read More...

ସମାଜରେ ମହିଳାମାନଙ୍କ ପ୍ରତି ଦୃଷ୍ଟିକୋଣ ଓ ବିଚାର ଧାରା ବଦଳାଇବା ନେଇ ‘ସଖୀ’ର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାମାନଙ୍କର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି - ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହିଳାମାନଙ୍କର ମୌଳିକ ଅଧିକାର ବିଷୟରେ ଏକ କାର୍ଯ୍ୟକ୍ରମ
Read More...

ବିପର୍ଯ୍ୟୟର ମାତ୍ରା ହ୍ରାସ କ୍ଷେତ୍ରରେ ‘ସାମାଜିକ ଲିଙ୍ଗ’ର ବିକେନ୍ଦ୍ରୀକରଣ ଭିତ୍ତିକ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା 'ୟୁଏନଏଫପିଏ' ଏବଂ ବ୍ରହ୍ମପୁରର ଅଗ୍ରଣୀ ପ୍ରେମ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳା ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଡ଼ିଆରଡ଼ିଏଙ୍କ ସମ୍ମିଳନୀ କକ୍ଷରେ
Read More...