Browsing Tag

bramhapur news

ଛତ୍ରପୁରର ଜଣେ ବିଶିଷ୍ଟ ସୁନା ବ୍ୟବସାୟୀ ନରସିଂହ ଆଚାରୀଙ୍କ ଘର ତାଲା ପକାଇ ସିଜ୍‌ କଲା ବ୍ୟାଙ୍କ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ମେନ୍‌ ରୋଡ଼ରେ ଅବସ୍ଥାପିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଜଣେ ବିଶିଷ୍ଟ ସୁନା ବ୍ୟବସାୟୀ ଉକ୍ତ ବ୍ୟାଙ୍କରୁ ଋଣ ନେଇଥିଲେ । ଗ୍ୟାରେଣ୍ଟର ଥିବା ଋଣଗ୍ରାହୀତାଙ୍କ ପରିବାର ୬ ଜଣ ବ୍ୟକ୍ତିଙ୍କ ନାମରେ ଏକ ବଡ଼ଧରଣର
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ଫାଉଣ୍ଡେସନ ମଧ୍ୟରେ ଏମ୍‌ଓୟୁ ଚୁକ୍ତିନାମା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ଫାଉଣ୍ଡେସନ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଯାଇଛି । ଏହାଦ୍ୱାରା ଉଭୟ ଅନୁଷ୍ଠାନର ଶିକ୍ଷା, ଗବେଷଣା ଏବଂ ଭିତ୍ତିଭୂମି ସୁଦୃଢ଼ ହେବ । ଏହି ଚୁକ୍ତିନାମାକୁ କୁଳପତି
Read More...

କେରାଣ୍ଡିତୋଳା ନାରାୟଣପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଶାଖା ତରଫରୁ ମୃତକ କୁନ୍ତୀ ପ୍ରଧାନଙ୍କ ପରିବାରବର୍ଗଙ୍କୁ ୧୦…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଧିନସ୍ଥ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ ଶାଖା ତରଫରୁ ବରିଷ୍ଠ କ୍ଷତ୍ରୀୟ ପ୍ରବନ୍ଧକ ମନୀଷ କୁମାର ଉପସ୍ଥିତ ରହି ମୃତ୍ୟୁବରଣ କରିଥିବା
Read More...

ହକି ବିଶ୍ୱକପ୍ ଟ୍ରଫିକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ସ୍ଵାଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷ ହକି ବିଶ୍ୱକପ୍ ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ
Read More...

ଶେଷ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨

• ଶେଷ ସନ୍ଧ୍ୟାରେ ସମ୍ବଲପୁରୀ, ଓଡ଼ିଶୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ବଲିଉଡ଼୍‌ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଦର୍ଶକ ମଜ୍ଜିଗଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେଷ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨ । ଅଗଣିତ ଜନତାଙ୍କ ଖୁସି ଲହରୀ ବିସର୍ଜନ ହୋଇଯାଇଛି ସେହି
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଥିଲା ଅସମ୍ଭାଳ ଭିଡ଼

ପରିସ୍ଥିତି ଅଣାୟତ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ଲକ୍ଷ ୨୦ହଜାର ଦର୍ଶକଙ୍କ ସାମାଗମ ହୋଇଥିବା ବେ-ସରକାରୀ ଭାବେ କୁହାଯାଏ । ମଙ୍ଗଳବାର ସନ୍ଧ୍ୟା ଥିଲା ୪ର୍ଥ ସନ୍ଧ୍ୟା ।
Read More...

ବିଖ୍ୟାତ ବଲିଉଡ଼୍‌ କଣ୍ଠଶିଳ୍ପୀ ଅରମାନ ମଲ୍ଲିକଙ୍କ ସଙ୍ଗୀତଧୂନ୍‌ରେ ଦର୍ଶକ ନାଚିଲେ ଓ ଝୁମିଲେ

• ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସାମାଗମ ବୋଲି ଆକଳନ କରିଛି ପ୍ରଶାସନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳଭିଡ଼ / ଦଳାଚକଟା ଏବଂ ପରିସ୍ଥିତି ଅଣାୟତ ହୋଇଥିବାରୁ ପୋଲିସ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରଫେସର୍ ଡଃ. ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ
Read More...

ମଣ୍ତଳସ୍ତରୀୟ ମେଗା ଡାକ ମେଳା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ତଳ ଆନୁକୂଲ୍ୟରେ ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ୍ ଠାରେ ମଣ୍ତଳସ୍ତରୀୟ ମେଗା ଡାକ ମେଳା ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସାନ୍ଧ୍ୟ ରଜନୀରେ ଲକ୍ଷାଧିକ ସମାଗମ : କ୍ଲାସିକାଲ ନୃତ୍ୟରେ ଦୁଲକୀ ଉଠିଲା ମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସାନ୍ଧ୍ୟ ରଜନୀରେ ପ୍ରବଳଭିଡ଼ ପରିଲିଖିତ ହୋଇଛି । ପଲ୍ଲୀଶ୍ରୀ ମେଳାର ସାମ୍ନାରେ ଦିନବେଳା ଅପରାହ୍ଣରୁ ଆରମ୍ଭ ହେଉଛି, ଆଞ୍ଚଳିକ ଲୋକକଳା ନୃତ୍ୟ, ଏହି ନୃତ୍ୟ ମଞ୍ଚସ୍ଥ ବେଳେ ଆଗରୁ ଆସୁଥିବା ଅଗଣିତ ଦର୍ଶକଙ୍କୁ
Read More...