Browsing Tag

bramhapur news

ଛତ୍ରପୁର ଫଟୋଗ୍ରାଫର ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଫଟୋଗ୍ରାଫର ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ରାମେଶ୍ୱର ଶୈବପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଗଞ୍ଜାମ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅଲ୍
Read More...

ଜିଲ୍ଲା ଟ୍ରେଜେରୀ ବିଭାଗର ୨ ମୁଖ୍ୟ ଆବାସ କୋଠାର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ପୁରାତନ ଟ୍ରେଜେରୀ ବଙ୍ଗଳା ପରିସରରେ ୨ଟି ମୁଖ୍ୟ ଆବାସ କୋଠାର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ରାଜ୍ୟ ଟ୍ରେଜେରୀ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ଓଡ଼ିଶା, ଭୁବନେଶ୍ୱରରୁ ଅତିରିକ୍ତ
Read More...

ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜବାଦୀ ନେତା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଓ ଓଡ଼ିଶା ମେହେନ୍ତର ସଂଘର ପ୍ରତିଷ୍ଠାତା ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ହିନ୍ଦ ମଜଦୂର ସଭାର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ବ୍ରହ୍ମପୁର
Read More...

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବାର୍ଷିକୀ ସ୍ମୃତି ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜାନୁଆରୀ ୨ ତାରିଖରେ ଓଡ଼ିଶା ଆଗମନ କରିଥିଲେ । ଧର୍ମ ସଂସ୍କାର ଗଠନ ଦିଗରେ ଠାକୁରଙ୍କ ଆଲୌକିକ ମହିମା ପ୍ରଚାରରେ ଉତ୍କଳ ଆଗମନ କରିବାର ଶତବାର୍ଷିକୀ ପୂର୍ତ୍ତି ହୋଇଛି । ଏହି ଅବିସ୍ମରଣୀୟ
Read More...

ଜାନୁଆରୀ ମାସ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଶୁଣାଣି ନିମ୍ନରେ ପ୍ରଦତ୍ତ କାର୍ଯ୍ୟସୂଚୀ ତାରିଖ ପ୍ରକାରେ ଅନୁଷ୍ଠିତ ହେବ ବୋଲି
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦିନେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ - ସୁବ୍ରତ ବାଗଚି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ସୋମବାର ଭବ୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ବିଶ୍ୱବିଦ୍ୟାଳୟର ଯେତେବେଳେ ଶହେବର୍ଷ
Read More...

ଗଞ୍ଜାମ ଟାଏକୋଣ୍ଡୋ ସଂଗଠନର ଖେଳାଳିମାନଙ୍କ କୃତିତ୍ୱକୁ ସମ୍ମାନ ଜଣାଇଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଶ୍ରୀ ବିଶୁଦ୍ଧାନନ୍ଦ ସରସ୍ୱତୀ ବିଦ୍ୟାଳୟ କୋଲକୋତା ଠାରେ ଗତ ଡିସେମ୍ବର ମାସ ୨୭ରୁ ୨୯ ତାରିଖ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଅନେକ ଖେଳାଳି ଭାଗ ନେଇଥିଲେ । ତନ୍ମଧ୍ୟରୁ ଗଞ୍ଜାମ
Read More...

ମା’ ତାରାତାରିଣୀଙ୍କ ପୀଠରେ ନୂଆବର୍ଷ ଦିନ ପ୍ରବଳ ଭିଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ବନ୍ଦନୀୟା ମା' ତାରାତାରିଣୀଙ୍କ ପୀଠରେ ପବିତ୍ର ନୂଆବର୍ଷ ଦିନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଆଶାତୀତ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ପୂର୍ଣ୍ଣଗିରି ପର୍ବତମାଳାରେ ସୁରକ୍ଷାବାହିନୀର ବ୍ୟବସ୍ଥା ଓ କଡ଼ା ସୁରକ୍ଷା ବ୍ୟବସ୍ଥା
Read More...

ନୂତନ ବର୍ଷରେ ଛତ୍ରପୁର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଛି । ଅଗଣିତ ଶ୍ରଦ୍ଧାଳୁ ଯୋଗଦେଇ ଧୂପ, ଦୀପ ଜାଳି ଭକ୍ତି ଓ ନୈବେଦ୍ୟ ଅର୍ପଣ କରି
Read More...

ଜଳଗଣ୍ଡରେ ବୁଡିଯାଇଥିବା ଶିଶୁ ଠାକୁରଙ୍କ କୃପାରୁ ନୂଆ ଜୀବନ ପାଇଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମ ପଞ୍ଚାୟତର ଜଗନ୍ନାଥପାଟଣା ଗ୍ରାମର ଝଡ଼ିଆ ବେହେରାଙ୍କ ନାତି ସ୍ୱରାଜ ବୟସ ଦେଢ଼ ବର୍ଷ ହେବ, ସେ କୌଣସି କାରଣରୁ ନିକଟ ପୋଖରୀରେ ବୁଡ଼ି ଯାଇଥିଲେ । ଶିଶୁର ଶବ ଭାସୁଥିବାର ଲୋକେ ଦେଖିଥିଲେ
Read More...