Browsing Tag

bramhapur news

ଛତ୍ରପୁର ଓକିଲ ସଂଘ ଭବନରେ ମଧୁବାବୁ ସ୍ମାରକୀ ୨୬ତମ ଆଇନଜୀବୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଇନଜୀବୀଙ୍କ ତରଫରୁ ବାର ଆସୋସିଏସନ ସଭାଗୃହରେ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁବାବୁଙ୍କ ଜନ୍ମ ଦିବସକୁ ଓଡ଼ିଶାର ସର୍ବତ୍ର ୨୬ତମ ଆଇନଜୀବୀ ଦିବସ ଭାବେ ପାଳନ କରାଯାଇଛି । ମଧୁବାବୁଙ୍କ
Read More...

ମଧୁବାବୁ ଥିଲେ ଓଡ଼ିଶା ରାଜ୍ୟ ଗଠନର ମୁଖ୍ୟ ପୁରୋଧା : କବି କୃଷ୍ଣଚନ୍ଦ୍ର ତ୍ରିପାଠୀ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ପାଳନ କଲା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନୂଆ ଓଡ଼ିଶା ରାଜ୍ୟ ଗଠନ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ମୁଖ୍ୟ ପୁରୋଧା ସାଜିଥିଲେ ବୋଲି ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି
Read More...

ପୂଜ୍ୟ ପୂଜା ସମିତି ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ

ନିର୍ବାଚିତ ପ୍ରତିନିଧିଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହୁ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଶୁକ୍ରବାର ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧିନଗର ଛକ
Read More...

ଛତ୍ରପୁରଠାରେ ଇସକଫ ତରଫରୁ ଲେନିନଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନଠାରେ ବିଶିଷ୍ଟ ସୋଭିଏତ ରୁଷ ରାଷ୍ଟ୍ରନୀତିଜ୍ଞ ସମାଜବାଦୀ ନେତା ଲେନିନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଛତ୍ରପୁରର ବରିଷ୍ଠ ଆଇନଜ୍ଞ ତଥା ବିଶିଷ୍ଟ ସମାଜବାଦୀ ନେତା, ୮ଟି ବିଦେଶ ଭ୍ରମଣକାରୀ ସଂଗ୍ରାମୀ ପୁରୁଷ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାଲିଥିବା ସଂକୁଳସ୍ତରୀୟ ସାମୂହିକ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସଂକୁଳ ସଂଯୋଜକ ତଥା ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ
Read More...

ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିକୁ ସବୁଜ ପତାକା ଦେଖାଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ମହକୁମା ଛତ୍ରପୁର କଲେକଟ୍ରେଟ୍ ପରିସରରେ ଏହି ସଚେତନତା ଗାଡ଼ିର ଶୁଭାରମ୍ଭ ହୋଇଛି । ଉଦ୍‌ଘାଟନୀ
Read More...

ବ୍ରହ୍ମପୁରର ତେଲୁଗୁ ଝିଅ ଟି.ତୁଲିକା ରେଡ୍ଡୀ ‘ପ୍ରଜ୍ଞା ପ୍ରତିଭା’ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ରାମହରିନଗର ନିବାସୀ ଟି.ପରିକ୍ଷିତ ରେଡ୍ଡୀ ଓ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ୍ ଉଚ୍ଚ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଆର୍.ଜମୁନା ରେଡ୍ଡୀଙ୍କ କନ୍ୟା ଟି.ତୁଲିକା ରେଡ୍ଡୀ ଜଣେ ନୃତ୍ୟାଙ୍ଗନା ଭାବେ ରାଜ୍ୟସ୍ତରୀୟ
Read More...

ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧୀଙ୍କୁ ଧରପଗଡ଼ ଉଦ୍ୟମ

୭ ଜଣ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ବେଳେ ୪ ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତିଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ଦୃଢ଼ ପଦକ୍ଷେପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ଭଳି ବଡ଼ବଡ଼ ଅପରାଧରେ ଜଡ଼ିତ ଘଟଣାରେ ମୋଟ୍ ୬ଟି ପୃଥକ୍‌
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳର ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଗତ ୨୫ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟିତ
Read More...

ଗଞ୍ଜାମ ଜିଲ୍ଲାରେ ୟୁନାଇଟେଡ଼ ନେସନ୍ସ ସୌଜନ୍ୟରେ ସୋଲାର ପାଇଲଟ ପ୍ରକଳ୍ପ ଉଦ୍‌ଘାଟିତ

ସୋଲାର ପାଇଲଟ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାରେ କୃଷିଭିତ୍ତିକ କାର୍ଯ୍ୟରେ କ୍ଲିନ୍-ଏନାର୍ଜି ଭାବେ ଉପଯୋଗି ହେବ : ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଓ ହିଞ୍ଜିଳିକାଟୁରେ ସୌରଚାଳିତ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି
Read More...