Browsing Tag

bramhapur news

ଭୁଷୁଡି ଗଲା ବ୍ରିଟିଶ ଅମଳର ଇଚ୍ଛାପୁରର ପୁରୁଣା ବ୍ରିଜ

ଇଚ୍ଛାପୁର-ପାତ୍ରପୁର ମଧ୍ୟରେ ଗମନାଗମନରେ ଠପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅଧୀନସ୍ଥ ଇଚ୍ଛାପୁରମ ମଣ୍ଡଳର ଲଦପୁଟୀ ନିକଟରେ ଥିବା ବ୍ରିଟିଶ ଅମଳର ବହୁ ପୁରୁଣା ବ୍ରିଜ ଭୁଷୁଡ଼ି ଭାଙ୍ଗିଯାଇଛି । ଫଳରେ ଗଞ୍ଜାମ ଜିଲ୍ଲାର
Read More...

ଐତିହାସିକ ଅନ୍ୟତମ ଗଣପର୍ବ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଠାକୁରାଣୀଯାତ୍ରା ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଅନ୍ୟତମ ଗଣପର୍ବ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ଠାକୁରାଣୀଯାତ୍ରା ଏକ ଅଲୌକିକ ଶକ୍ତି ପରମ୍ପରାର ମହକ ନେଇ ଦେବୀଙ୍କ ଆଗମନ ହୋଇଛି । ଦକ୍ଷିଣ ଓଡ଼ିଶାର ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଶାକ୍ତଧର୍ମର ଏହି ମହନୀୟ ପରମ୍ପରା ଭିତ୍ତିକ ଠାକୁରଣୀ
Read More...

ଛତ୍ରପୁର ଲକ୍ଷ୍ମଣ ଭବନଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ଏଆଇଟିୟୁସି ନେତା ତଥା ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଆଡ଼ଭୋକେଟ୍‌ ଡି. ଆଦି ନାରାୟଣ ରେଡ୍ଡୀଙ୍କ ପୌରାହିତ୍ୟରେ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ
Read More...

୩ ଗୋଟି ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନୂତନ ବସ୍‌ଷ୍ଟାଣ୍ଡଠାରେ ଓଆଇସିଡବ୍ଲ୍ୟୁ ୟୁନିୟନ, ବାବା ସାହେବ ଆମ୍ବେଦକର ନିର୍ମାଣ ଶ୍ରମିକ ସଂଗଠନ ଏବଂ ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଗଠନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଓଆଇସିଡବ୍ଲ୍ୟୁ
Read More...

ବ୍ରହ୍ମପୁର ମହାନଗର ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ମହାନଗର ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ
Read More...

ଗଞ୍ଜାମ କଲେକଟ୍ରେଟ୍ ପରିସରରେ ମିଲେଟ ମିଶନ ପକ୍ଷରୁ ସ୍ମାର୍ଟ କେଣ୍ଟିନ କାଫେ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସକାଳେ ମିଶନ ଶକ୍ତି ବନାମ ମିଲେଟ ମିଶନ ପକ୍ଷରୁ ଆଉଟଲେଟ ଉଦ୍‌ଘାଟିତ ହୋଇଯାଇଛି । ମିଲେଟ ମିଶନ ଓ ମିଲେଟ କାଫେ ଏହି ଦୁଇଟି ବିଭାଗର ଏକ ନିର୍ଭରଶୀଳ ଖାଦ୍ୟରୁଚି ଘର ଯାହା ଗତକାଲି
Read More...

ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଶ୍ରମିକ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଶିଳ୍ପାୟନ ଅଞ୍ଚଳ ସ୍ଥିତ ଆର୍ଯ୍ୟପଲ୍ଲୀ କମ୍ୟୁନିଟି ହଲ୍‌ରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରାୟ ୧୫ ଶହ ଜଣ
Read More...

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଅବସରରେ ‘ଗୃହ କାର୍ଯ୍ୟ ଯୋଜନା’ ପାଇଁ ଗଞ୍ଜାମ ଜିଲ୍ଲା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି । ଏଥିନିମନ୍ତେ ଏହି ଛୁଟି ଅବସର ସମୟରେ ଜିଲ୍ଲାର ସମସ୍ତ
Read More...

ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆସନ୍ତା ମେ’ ୧ରେ ଉଦ୍‌ଯାପିତ ହେବ

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତଙ୍କର ଏବେ ଅସମ୍ଭାଳ ଭିଡ଼ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଦକ୍ଷିଣ ଓଡ଼ିଶାର ଶାକ୍ତଧର୍ମର ଏକ ମହନୀୟ ପରମ୍ପରା ଅଟେ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଭାରତ ପ୍ରସିଦ୍ଧ
Read More...

ଛତ୍ରପୁର ପଣ୍ଡିତ ନୀଳକଣ୍ଠ କଲେଜରେ ସ୍ୱାଭିମାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଉତ୍କଳ ଗୌରବ ତଥା ଓଡ଼ିଆ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ଦିବସ ତଥା ତାଙ୍କର ଜନ୍ମ
Read More...