Browsing Tag

bramhapur news

ଛତ୍ରପୁରରେ ଶ୍ରୀଜଗନ୍ନାଥଙ୍କ କଲକୀଅବତାର ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟତଃ ଦୁଇଶହ ବର୍ଷ ତଳରୁ ଆରମ୍ଭ ହୋଇଛି, ଛତ୍ରପୁର ସହରରେ ବୈଷ୍ଣବସମ୍ମତ ଧର୍ମ ପରମ୍ପରା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଚଳଣି । ଛତ୍ରପୁର ସହରର ସୀତାରାମପଲ୍ଲୀ ଅଞ୍ଚଳରେ ପ୍ରଥମେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବା ପରେ ରାଜାଘର ଜଗନ୍ନାଥ
Read More...

ମା’ ରାମଚଣ୍ଡୀଙ୍କ ପୀଠରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବଡ଼ଶଙ୍ଖ ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ଧଡ଼ା ପାହାଡ଼ ଉପରେ ମା' ରାମଚଣ୍ଡୀ ମନ୍ଦିର ବିଦ୍ୟମାନ । ମା' ରାମଚଣ୍ଡୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ହୋଇ ନୂତନ ମନ୍ଦିର, ପ୍ରାସାଦ, ସୌନ୍ଦର୍ୟ୍ୟକରଣ ବୃଦ୍ଧି ପାଇଛି । ଯାହା
Read More...

ଗଞ୍ଜାମ ଜିଲ୍ଲାରେ ବ୍ୟାପୁଛି ଏକ ଚକ୍ଷୁରୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଲାଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକ୍ଷୁରୋଗ ବ୍ୟାପୁଛି । ଏହାକୁ ଆଖିଧରା ରୋଗ କୁହାଯାଏ । ଏହି ଆଖି ଧରା ରୋଗ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ବିଭିନ୍ନ ସ୍ଥାନରେ
Read More...

ଛତ୍ରପୁରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ବାମନ, ପର୍ଶୁରାମ ଓ ଭୁବନେଶ୍ୱରୀ ବେଶ ଦେଖି ଭକ୍ତ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥରେ ବିଜେ ହୋଇ ଆଡ଼ପ ଘରକୁ ଆସିବାର ପରମ୍ପରା ପ୍ରଚଳିତ ଅଛି । ଆଡ଼ପ ଘରେ ନବଦିନ ବ୍ୟାପି ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମାହିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟାରେ ଆଡ଼ପ
Read More...

ଜଗଦମ୍ବା ସରସ୍ୱତୀଙ୍କ ୫୮ତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ମାମା ଜଗଦମ୍ବା ସରସ୍ୱତୀଙ୍କ ୫୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ମାମାଙ୍କ ଅନେକ ଦିଗଦର୍ଶନ ଓ ପ୍ରେରଣା ସଂସାରକୁ ଅମୂଲ୍ୟ ବରପ୍ରଦାନ ହୋଇଛି
Read More...

ଲଙ୍କା ଗୁଣ୍ଡ ଫିଙ୍ଗି ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥରେ କନିଷି ହାଟ ଗୁଣ୍ଡିଚା ନଗର କୁନା ଚନ୍ଦ୍ର ଖଟୁଆ ଓରଫ ଟିଙ୍ଗିରିଙ୍କୁ ୨ରୁ ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି । ଟିଙ୍ଗିରିଙ୍କ ହାତର ପାପୁଲିରେ ଖଣ୍ଡା
Read More...

କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି, ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେବଳ ସମିତି ସଭାରେ ଗୁରୁତ୍ୱାରୋପ କରିବାକୁ ବ୍ୟଗ୍ର କାହିଁକି ? ଗ୍ରାମ ପଞ୍ଚାୟତସ୍ତରରେ ସରକାରଙ୍କ ଯୋଜନାକୁ ନେଇ ସଚେତନତା ସଭା କରାଯାଉ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି । ଷଷ୍ଠତମ ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧରାକୋଟ ବ୍ଲକ୍‌ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀମାନଙ୍କୁ
Read More...

ଛତ୍ରପୁରଠାରେ କଳା ବିକାଶ କେନ୍ଦ୍ର ପକ୍ଷରୁ ବିଶ୍ଵ ସଙ୍ଗୀତ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅଗ୍ରଣୀ ସଂଗଠନ ଛତ୍ରପୁର କଳା ବିକାଶ କେନ୍ଦ୍ର ଆନୁକୂଲ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପରିସରରେ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ବିଶ୍ଵ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀ ଦଳ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ନେଇ ପ୍ରତୀକ ଧାରଣା ଦେଇଥିଲେ । ୬ ଦଫା ସମ୍ବଳିତ ଦାବୀ ଉପସ୍ଥାପନା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ
Read More...