Browsing Tag

bramhapur news

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ ନେଇ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ମହାସମାବେଶ କରି ବ୍ରହ୍ମପୁରରେ ବିକ୍ଷୋଭ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଶହ ୟୁନିଟ ଦେୟମୁକ୍ତ ବିଦ୍ୟୁତ ଦାବୀ ନେଇ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବ୍ରହ୍ମପୁର ସହରର ରାମଲିଙ୍ଗମ୍ ରୋଡରେ ମହାସମାବେଶ କରାଯାଇଛି । ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଆମ୍ ଆଦ୍‌ମୀ ପାର୍ଟି ତରଫରୁ ରବିବାର ଅପରାହ୍ନରେ ଇଞ୍ଜିନିୟର
Read More...

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି ଜିଲ୍ଲା
Read More...

ଗଞ୍ଜାମରେ ଜଗନ ବାବୁ ଜଣେ ଭୀଷ୍ମ ପିତାମହ ସଦୃଶ ଥିଲେ : ଲୋକ ସମ୍ପର୍କ ଅଧିକାରୀ

• ବରିଷ୍ଠ ସାମ୍ବାଦିକ ଡ଼ଃ. ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଗଭୀର ଶୋକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ଦୈନିକ ଖବରକାଗଜ "ସକାଳ" ବ୍ରହ୍ମପୁର ସଂସ୍କରଣ ଦାୟିତ୍ୱ ବହନ କରି ଆସିଥିବା ମୁଖ୍ୟ ଡ଼ଃ. ଜଗନ ମୋହନ ମହାପାତ୍ରଙ୍କ
Read More...

ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ତିନି ଠାକୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ନିକଟରେ ରଥାରୂଢ ଶ୍ରୀଜୀଉଙ୍କର ସୁନାବେଶ ସମାହିତ ହୋଇଯାଇଛି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେହରେ ସୁନାବେଶ ଧାରଣ
Read More...

ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବାହାରିବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରିବ ବୋଲି ଦଳୀୟ ପାର୍ଟି କାର୍ଯ୍ୟାଳୟ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି ।
Read More...

ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ‘ନବୀନ ପାଠାଗର ଓ ସାହିତ୍ୟ ପ୍ରତିଷ୍ଠାନ’ର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା 'ସକାଳ' ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ପରିଚାଳକ ଡ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିିଷ୍ଠାନର ସଭାପତି ତଥା ନବୀନର
Read More...

ସାମ୍ବାଦିକ ଜଗତର ଗଞ୍ଜାମର ଆଉ ଜଣେ ତାରକା ଅଦୃଶ୍ୟ ହୋଇଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକ ଜଗତର ଗଞ୍ଜାମର ଆଉ ଜଣେ ତାରକା ଅଦୃଶ୍ୟ ହୋଇଗଲା ବୋଲି କୁହାଯାଉଛି । ଓଡ଼ିଶାର ସ୍ୱନାମଧନ୍ୟ ତଥା ଗଞ୍ଜାମ ଜିଲ୍ଲାରୁ ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଜ୍ୟୋତିଷ ବିଶାରଦ, ଗଣକ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ନାତି ତଥା ଖଲ୍ଲିକୋଟ
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ କୃତି ପ୍ରତିଯୋଗୀ ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ ହେବ । ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ବୁଧବାର ଦିନ ଜିଲ୍ଲା ସଂସ୍କୃତି
Read More...

ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମଜିଲ୍ଲାପାଳଙ୍କ ସମୀକ୍ଷା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍.କେ.ସି.ଜି.ମେଡ଼ିକାଲ କଲେଜ ଅଧ୍ୟକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌, ଅଧୀକ୍ଷକ, ରେଜିଷ୍ଟ୍ରାର୍‌ଙ୍କ ସମେତ
Read More...

ମହୁଡା ଗାଁ ନିକଟରେ ଚାଞ୍ଚଲ୍ୟକର ଡବଲ୍‌ ମର୍ଡର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟୁ ପୁରୋହିତ ଓ ଶିବ ଗୌଡ଼କୁ ହତ୍ୟା କରି ପୋଡ଼ିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅପରାଧୀମାନେ ଚମ୍ପଟ ମାରିଛନ୍ତି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଚିଂହ୍ନଟ
Read More...