Browsing Tag

bramhapur news

‘ତାମ୍ପରା’ ହ୍ରଦକୁ ସଙ୍କୁଚିତ କରି କୋଠା-ନିର୍ମାଣ ନେଇ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ର ପିଟିସନ୍‌ ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ତାମ୍ପରା" ହ୍ରଦକୁ ସଙ୍କୁଚିତ କରି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ ଏକ ପିଟିସନ୍‌ ଦାଖଲ କରିଥିବା କୁହାଯାଇଛି । ଛତ୍ରପୁରର ସୁଶୋଭିତ ମଧୁରଜଳ ହ୍ରଦ "ତାମ୍ପରା" ହେଉଛି,
Read More...

ବେଗୁନିଆପଡା ବ୍ଲକସ୍ତରୀୟ ଲୋକକଳା କଳାକାର ଦଳଙ୍କ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବେଗୁନିଆପଡା ପଞ୍ଚାୟତ ସଭାଗୃହ ପ୍ରକୋଷ୍ଠଠାରେ ଗୁରୁବାର ଦିନ ବ୍ଲକ୍‌ସ୍ତରୀୟ ଲୋକକଳା ଦଳଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ପାରମ୍ପରିକ ଲୋକକଳାର ପ୍ରୟୋଗ ମାଧ୍ୟମରେ ପ୍ରଚାର ପ୍ରସାର ପ୍ରତି
Read More...

ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁରରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳଯାତ୍ରା ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁରରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରାଚୀନ ପରମ୍ପରା ମୁତାବକ ଗତକାଲି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ
Read More...

ଛତ୍ରପୁର ବ୍ଲକ୍ ଲୋକକଳା ପ୍ରଶିକ୍ଷଣରେ ଦାସୁଡୁ ସତ୍ୟମ କଳା କେନ୍ଦ୍ର ଦଳଙ୍କୁ ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ୟମରେ ସରକାରଙ୍କ ଜନହିତକର ଯୋଜନାଗୁଡିକର ପ୍ରଚାର ପ୍ରସାର କରାଯିବା ନେଇ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କରାଯାଇଛି । ବ୍ଲକସ୍ତରୀୟ ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ
Read More...

ଦେବୀନଗରରେ ବର୍ଣ୍ଣାଢ଼୍ୟ ସମାରୋହରେ ଗଣେଶ ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୩ ନମ୍ବର ୱାର୍ଡ ଦେବୀନଗର ସାହି ସହରର ବୃହତ୍ତମ ସାହି ଅଟେ ଏବଂ ଏହି ସାହିରେ ଆଜକୁ ୪୦ବର୍ଷ ଧରି ପାରମ୍ପରିକ ଭାବେ ଗଣେଶ ପୂଜା ପାଳିତ ହୋଇ ଆସୁଥିବା ଜଣାଯାଇଛି । ଚଳିତବର୍ଷ ଦେବୀନଗର ପ୍ରଥମ ଲେନରେ ଅସ୍ଥାୟୀ ମଣ୍ଡପରେ
Read More...

କଂଗ୍ରେସ ମିଡ଼ିଆ ସେଲ୍ କୋ-ଅଡ଼ିନେଟର ଭାବେ ମହେଶ କୁମାର ଗୌଡ଼ଙ୍କୁ ନିଯୁକ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନ କ୍ଷେତ୍ର ଅନ୍ତର୍ଭୁକ୍ତ ସାମାଜିକ ଗଣମାଧ୍ୟମ ଓ ମିଡ଼ିଆ ସମ୍ପର୍କରେ ଖବର ପ୍ରଚାରିତ କରିବା ଅବା ମିଡ଼ିଆ ଯୋଗାଯୋଗ ଓ ଲୋକ ସମ୍ପର୍କ କାର୍ଯ୍ୟରେ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ
Read More...

ଛତ୍ରପୁର ପ୍ରେସକ୍ଲବରେ ବର୍ଣ୍ଣାଢ଼୍ୟ ସମାରୋହରେ ବିନାୟକ ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସକ୍ଲବରେ ବର୍ଣ୍ଣାଢ଼୍ୟ ସମାରୋହରେ ବିନାୟକ ପୂଜା ପାଳିତ ହୋଇଯାଇଛି । ପୂର୍ବାହ୍ନରେ ବିଘ୍ନ-ବିନାୟକ ଗଣନାଥ ଗଣେଶଙ୍କ ଆବାହନ ଅନୁଷ୍ଠିତ ହୋଇଥିଲ । ଆୟୋଜିତ ଚିତାକର୍ଷକ ପୂଜାମଣ୍ଡପରେ ସଭାପତି ରବୀନ୍ଦ୍ରନାଥ ପଣ୍ଡାଙ୍କ ସହଯୋଗରେ
Read More...

ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅଧ୍ୟକ୍ଷଙ୍କ ନେତ୍ତୃତ୍ୱରେ ବିଶ୍ୱକର୍ମା ପୂଜାର ଆୟୋଜନ ହୋଇଥିଲା । ପୂଜା ଆରାଧନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ
Read More...

ଛତ୍ରପୁରର ଅଗ୍ରଣୀ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବହୁ ପ୍ରତିଷ୍ଠିତ ବିନୋଦବିହାର କ୍ଲବ ପରିସରରେ ଅବସ୍ଥାପିତ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ତଥା ସଞ୍ଚାଳିକା ପି.ସନ୍ଧ୍ୟାରାଣୀ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବ୍ୟାଙ୍କମିତ୍ର ମହାସଙ୍ଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ନିୟୋଜିତ ବ୍ୟାଙ୍କମିତ୍ର ଅବା ସିଏସ୍‌ପିଙ୍କୁ ସିଏସ୍‌ପି+ ମାନ୍ୟତା ଦିଆଯିବା, ଅଧିକା ପାରିଶ୍ରମିକ ଦିଆଯିବା ଆଦି ଦାବୀ ନେଇ ପଞ୍ଜିକୃତ ପ୍ରାୟ ୩୫୦ଜଣ ସିଏସ୍‌ପିଙ୍କ ମିଳିତ ରାଲି ଶୋଭାଯାତ୍ରା ବାହାରିଥିଲା । ଶନିବାର
Read More...