Browsing Tag

bramhapur news

ବରିଷ୍ଠ ନାଗରିକଗଣ ପହିଲି ଭୋଗ ଖାଇ ଖୁସି ମନାଇଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନବବର୍ଷର ବିଭିନ୍ନ ତିଥି, ପର୍ବ ପର୍ବାଣୀ ଦିନମାନଙ୍କରେ ଛତ୍ରପୁରର ବରିଷ୍ଠ ନାଗରିକ ଗୋଷ୍ଠୀମାନେ ବିଭିନ୍ନ ବୈଷ୍ଣବ ଠାକୁରଙ୍କର ପହିଲି ଭୋଗ ଖାଇ ଖୁସି ମନାଇଥିବା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ପ୍ରାତଃ-କାଳୀନରେ ସ୍ନାନ ସାରି
Read More...

ଛତ୍ରପୁର ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ୧୦ତମ କ୍ରୀଡ଼ା-ମହୋତ୍ସବ ସମାରୋହ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ଗତ ଗୁରୁବାର ପୂର୍ବାହ୍ନରେ ଚିତ୍ତାକର୍ଷକଭରା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା
Read More...

ଛତ୍ରପୁରଠାରେ ୩ ଦିନଆ ପଲ୍ଲିଶ୍ରୀମେଳା ଓ ଛତ୍ରପୁର ମହୋତ୍ସବର ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ୧୪ ତାରିଖଠାରୁ ୧୬ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଛତ୍ରପୁର ଷ୍ଟାଡିୟମ୍‌ଠାରେ ପଲ୍ଲିଶ୍ରୀ ମେଳା ସହିତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ । ଏଥି ସକାଶେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼. ଭି.
Read More...

ଗଞ୍ଜାମ ସହର ବାଳିକା ହାଇସ୍କୁଲରେ ବିଶ୍ୱ ଯୁବ ଦିବସ ଓ ପ୍ରକୃତି ମିତ୍ର ପରିବେଶ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ଯୁବ ଦିବସ ଏବଂ ପ୍ରକୃତି ମିତ୍ର ପରିବେଶ ଉପରେ କାର୍ଯ୍ୟକ୍ରମ ତଥା କର୍ମଶାଳା ଆୟୋଜିତ ହୋଇଥିଲା । ଗଞ୍ଜାମ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ
Read More...

ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥକୁ କାଳିଆବାଲି ଗ୍ରାମରେ ଦାସୁଡୁ ସତ୍ୟମ୍ ଗୋଷ୍ଠୀଙ୍କ ପକ୍ଷରୁ ଭବ୍ୟ-ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସମସ୍ତ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥକୁ ସ୍ୱାଗତ କରାଯାଇଛି । ଶୁକ୍ରବାର କାଳିଆବାଲି ଗ୍ରାମ୍ୟ-ଛକଠାରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥକୁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗ୍ରନ୍ଥାଗାରର ଇ-ଉପାଦେୟତା ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ
Read More...

ଓଡିଶାର ରାଜ୍ୟପାଳ ରଘୁବର ଦାଶଙ୍କ ଗଞ୍ଜାମ ଜିଲ୍ଲାର ମହିଳା ସଶକ୍ତିକରଣ ଏବଂ ପିଲାଙ୍କ ପୃଷ୍ଟିକର ଖାଦ୍ୟର ଅନୁସନ୍ଧାନ ସହ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ରାଜ୍ୟପାଳ ରଘୁବର ଦାଶ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୁରୁବାର ଯୋଗଦେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ରାଜ୍ୟପାଳ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ଵବନ୍ଦନୀୟା ମା'
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ଗଞ୍ଜାମ ଜିଲ୍ଲାରେ ରଥ ପରିକ୍ରମା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀମନ୍ଦିର ତଥା ଜଗନ୍ନାଥଧାମ ହେଉଛି ପବିତ୍ର ଦେବଭୂମି ରୂପେ ପରିଚିତ । ଜଗନ୍ନାଥ ସଂସ୍କୃତି, ପାରମ୍ପରିକ ଲୀଳା, ଧାର୍ମିକପ୍ରଥା, ଭାଷା, ସାହିତ୍ୟ, ଲୋକପରମ୍ପରା ନୃତ୍ୟ ନାଟକ ମଧ୍ୟରେ ପର୍ଯ୍ୟବେଷିତ । ଜଗନ୍ନାଥ ସଂସ୍କୃତିର ମୌଳିକ ତତ୍ତ୍ଵ
Read More...

ଗଞ୍ଜମ ଜିଲ୍ଲାସ୍ତରୀୟ ଏକଦିବସୀୟ ଲୋକକଳା କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକକଳା ମଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...