ଛତ୍ରପୁରର ଧର୍ମପରାୟଣ ବ୍ୟକ୍ତି ଜଗବନ୍ଧୁ ପାଣିଗ୍ରାହୀଙ୍କ ପରଲୋକ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି, ଆଧ୍ୟାତ୍ମିକବାଦୀ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଜଗବନ୍ଧୁ ପାଣିଗ୍ରାହୀ (୮୨)ଙ୍କ ପରଲୋକ ହୋଇଯାଇଛନ୍ତି । ସେ ନିଃଶ୍ୱାସ ତ୍ୟାଗ କରିବା ଯାଏଁ ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳକ!-->…
Read More...
Read More...