Browsing Tag

boudha news

ବୌଦ୍ଧ ଜିଲ୍ଲାର ଗର୍ବ ଓ ଗୌରବ ବାଦଲ ବେହେରା

ବଡ଼ି ବିଲ୍‌ବିଙ୍ଗ୍‌ରେ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନିତ ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବାଦଲ ବେହେରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସରସରା ଗ୍ରାମର ୨୮ ବର୍ଷର ଯୁବକ । ଏକ ନିହାତି ଗରିବ ଧୀବର ପରିବାରର ପୁଅ । ଘରୁ ବାହାରିଥିଲେ କିଛି ଗୋଟିଏ କରି ରୋଜଗାର କରିବା
Read More...

ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ଆଗେଇ ଚାଲିଛି ଭୋଟ ଦାନ ପ୍ରକ୍ରିୟା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ଆଗେଇ ଚାଲିଛି ଭୋଟ ଦାନ ପ୍ରକ୍ରିୟା । ସକାଳ ପ୍ରାୟ ୭ଟାରୁ ବୁଥ୍‌ ଗୁଡ଼ିକ ସମ୍ମୁଖରେ ଭୋଟର ମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲାର ୪୧୩ ଗୋଟି ବୁଥ୍ ମଧ୍ୟରୁ ୬୮ଟି ମାଓ ପ୍ରବଣ ଅଟେ । ତେବେ
Read More...

ଆସନ୍ତା ୨୦ରେ ବୌଦ୍ଧ ଜିଲ୍ଲାରେ ନିର୍ବାଚନ : ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥ୍‌ରେ ପହଞ୍ଚିଲେ କର୍ମଚାରୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର୍ଯ୍ୟ ପରିଚାଳନା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୭୩ ଗୋଟି ବୁଥ୍‌କୁ କର୍ମଚାରୀମାନଙ୍କୁ
Read More...

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ୍‌ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲ୍ଲାର ଭୋଟରମାନେ ୮୫ କଣ୍ଟାମାଲ ଏବଂ ୮୬ ବୌଦ୍ଧ ବିଧାନସଭା ସହିତ ୧୩ କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ
Read More...

ପୁରୁଣା କଟକ ବଜାରରେ ବିଜେଡ଼ି ପକ୍ଷରୁ ବିଶାଳ ରାଲି

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାରେ ରାଜନୈତିକ ସରଗରମ ହୋଇପଡିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କଡା
Read More...

ବୌଦ୍ଧରେ ପାଳିତ ହେଲା ଜାତୀୟ ଡେଙ୍ଗୁ ଦିବସ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ତାଲିମ୍ କେନ୍ଦ୍ର ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଡେଙ୍ଗୁ ରୋଗ କିପରି ଦୂର ହୋଇପାରିବ ସେଥିପାଇଁ କେବଳ ସାମୁହିକ ସ୍ତରରେ ନୁହଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମାଷ୍ଟଙ୍କୁ କିପରି ସଚେତନ କରାଯାଇ ପାରିବ ସେଥିପାଇଁ ଏହି
Read More...

ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇ ଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ
Read More...

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ପ୍ରେସ୍‌ମିଟ୍

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଆଦିମ ଅଧିବାସୀ ଏକତା ମଞ୍ଚ ଏପରି ଏକ ଅଣ ରେଜିଷ୍ଟ୍ରିଭୁକ୍ତ ସଂଗଠନ ଯାହାକି ଜିଲ୍ଲାର ୪୨ ଗୋଟି ପଞ୍ଚାୟତର ୩୫୩ଟି ଗ୍ରାମର ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କେତେ ଦୂର ପହଞ୍ଚୁଚି ଲୋକମାନଙ୍କ
Read More...

ଚେକିଂ ବେଳେ କାର୍‌ରୁ ୧୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ବୌଦ୍ଧ : ବର୍ତ୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ କାର୍‌ରୁ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା । ଏହି ସମୟରେ ଏକ କାର୍‌ରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।
Read More...

ବୌଦ୍ଧ ଜିଲ୍ଲା ବିଧାନସଭା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ଧୂଆଁଧାର ପ୍ରଚାର

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧରେ ଶୁଭୁଚି ପରିବର୍ତ୍ତନର ସ୍ୱର ଏଥର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନି ମୁଖ୍ୟ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କିଏ ବାଜି ମରିବ ବୌଦ୍ଧ ବିଧାନସଭା ଆସନ । ନେତା ଅସ୍ତବ୍ୟସ୍ତ । ଜନତା ଜନାର୍ଦ୍ଦନ ଚୁପଚାପ୍ । ଜଣା ପଡୁନି କାହା ମୁଣ୍ଡରେ
Read More...