ଭୟାବହ ଅଗ୍ନିକାଣ୍ଡ : ଚଣା ଓ ମୁଗ ଚାଷ ଜମି ନଷ୍ଟ, ଚାଷୀ ହତାଶ
ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହୁଲବୁରି ଓ କରଡ଼ିରେ ପ୍ରାୟ ୨ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚଣା ଓ ମୁଗ ଚାଷ ଜମି ନଷ୍ଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଅଜଣା ବ୍ୟକ୍ତି ଗାଁ ପାଖରେ ଥିବା ଏକ ପଡିଆରେ ନିଆଁ!-->…
Read More...
Read More...