ଉଦଯାପିତ ହେଲା ପଞ୍ଚଦଶ ସମଲେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଖଇରଭାଡିକୁ ହରାଇ କଣ୍ଟାମାଳ ଚାମ୍ପିଅନ
ବୌଦ୍ଧ, (ବଂଶୀଧର ମାଝୀ) : ବୋୖଦ୍ଧ ଜିଲ୍ଲା ଘଣ୍ଟାପଡା ସମଲେଶ୍ବରୀ ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚଦଶ ସମଲେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଖଇରଭାଡିକୁ ୨-୦ ଗୋଲରେ ହରାଇ କଣ୍ଟାମାଳ ଦଳ ଚାମ୍ପିଅନ ହୋଇଥିଲା । ଏଇ ଅବସରରେ ଆୟୋଜିତ ପୁରସ୍କାର!-->…
Read More...
Read More...