କଣ୍ଟାମାଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ବୌଦ୍ଧ (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ କଣ୍ଟାମାଲ କୋର୍ଟ ପରିସରରେ ଶନିବାର ସକାଳ ୧୦ ଘଣ୍ଟା ସମୟରେ ତାଲୁକ ଆଇନ ସେବା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟାମାଲ ଜେଏମଏସି ବୁଥ୍ର ମାଜିଷ୍ଟ୍ରେଟ ସତ୍ୟନାରାୟଣ ସାହୁଙ୍କ!-->…
Read More...
Read More...