ନିଆଁ ଲାଗି ବହୁ ଚାଳ ଚପର ଘର ଜଳିଗଲା
ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ.ର ବୁଟୁମୁଣ୍ଡା ଗାଁରେ ନିଆଁ ଲାଗି ଯାଇ ଥିବାରୁ ଅନେକ ଚାଲ ଚପର ଘର ପୋଡ଼ିଯିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖବର ନେବାରୁ ଜଣାଯାଇଛି ଯେ, ବିଲରେ ନିଆଁ ଲାଗିଥିବାରୁ ନିଆଁ ଝୁଲ ଉଡି ଛପର ଘରେ!-->…
Read More...
Read More...