Browsing Tag

boudh news

ୟୁକ୍ରେନରେ ଫସି ରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ସାହିଲ ମହାପାତ୍ର : ପୁଅକୁ ଉଦ୍ଧାର ପାଇଁ ପିତା…

ବୌଦ୍ଧ, (ମମତା ମହାକୁର) : ୟୁକ୍ରେନ ଉପରେ ରୁଷିଆର ଘନଘନ ଆକ୍ରମଣ ଜାରି ରହିଥିବା ବେଳେ ସେଠାରେ ଅନ୍ୟ ଭାରତୀୟ ଛାତ୍ରଙ୍କ ମଧ୍ୟରେ ଫସି ରହିଛନ୍ତି ବୌଦ୍ଧ ସହର ଜଣେ ଯୁବକ ସିଦ୍ଧାର୍ଥ ରାହୁଲ ମହାପାତ୍ର । ସିଦ୍ଧାର୍ଥଙ୍କ ଘର ବୌଦ୍ଧ ସହର ସ୍ଥିତ ରାମେଶ୍ୱର ବିହାରରେ । ସେ ୟୁକ୍ରେନର ରାଜଧାନୀ
Read More...

ବୌଦ୍ଧ ପ୍ରଥମ ପର୍ଯ୍ୟାୟରେ ୨ ବିଜେଡି ୧ ବିଜେପି ବିଜୟୀ

ବୌଦ୍ଧ, (ମମତା ମହାକୁର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବୌଦ୍ଧ ୯ ଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଗଣତିରେ କଣ୍ଟାମାଲ ବ୍ଲକର ୧ ନଂ ଜୋନ ଜିଲ୍ଲା ପରିଷଦ ଜୋନ ବିଜେଡି ପ୍ରାର୍ଥୀ ସୁମିତ୍ରା ସାହୁ ୨୨୬୪ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ପଦ କଂହରଙ୍କ ଠାରୁ ବିଜୟୀ
Read More...

ମାର୍ଯ୍ୟାତିପୁର ଛକରେ ବାଇକ ଧକ୍କାରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ : ଗୁରୁତର ଆହତ ଚାଳକ ମେଡିକାଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତର ମାର୍ଯ୍ୟାତିପୁର ଛକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥ ମର୍ଜାଦପୁର ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ବାଇକ୍ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର
Read More...

ରାଇଠାଣି ବାଏପାସ ରାସ୍ତାରେ ୨୧ କେଜି ଗଂଜେଇ ଜବତ : ୩ ବଙ୍ଗିୟ ମହିଳା ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରୁଥିବା ୩ଜଣ ବଙ୍ଗୀୟ ମହିଳାଙ୍କୁ ବୌଦ୍ଧ ପୁଲିସ ଗିରଫ କରି ସେମାନଙ୍କ ନିକଟରୁ ୨୧ କିଲୋ ଗଂଜେଇ ଜବତ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ତିିନି
Read More...

ବିରିଘାଟ ଜଙ୍ଗଲରୁ ମିଳିଲା ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ଶବ : ପ୍ରେମ ଜନିତ ହତ୍ୟା ଅଭିଯୋଗ, ସ୍ୱିକାର କଲା ପ୍ରେମିକା

ବୌଦ୍ଧ, (ବଂଶୀଧର ମାଝୀ) : ଶିକ୍ଷକ ନିଖୋଜ ଘଟଣାର ଦୀର୍ଘ ୧୨ ଦିନପରେ ମିଳିଲା ଅର୍ଦ୍ଧଦଗ୍ଧ ଶବ । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ନିଜ ଗାଁ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିଲେ । ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସଂପର୍କୀୟ ଭାଇ ବିଜେ ସହ ଏକ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ମାନେଶ୍ୱର ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ତାଳସର୍ଡା ଗ୍ରାମର କେଶବ ରଣବିଡ଼ା ଓ ସ୍ତ୍ରୀ ରୁକୁଣି ରଣବିଡା ବୋଲି ଜଣାପଡଇଛି । ତେବେ ଘଟଣାସ୍ଥଳରେ ପୋଲିସ
Read More...

ଶିକ୍ଷକ ନିଖୋଜ ଘଟଣା : ୧୨ଦିନ ପରେ ମିଲିଳା ଗଳିତ ଶବ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ବନ୍ଧ ସରିଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବା ମଧ୍ୟ ସରିଥିଲା । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ହୋଇଥାନ୍ତା କିନ୍ତୁ ପୁଅର ହତ୍ୟା ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର
Read More...

ଶିକ୍ଷକଙ୍କୁ ତୁରନ୍ତ ଖୋଜିବା ପାଇଁ ଶିକ୍ଷକ ସଂଘର ଦାବୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉଡେର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାସୁଦେବ ଭୋଇ ଗତ ତା ୧୨ ଫେବୃଆରୀରୁ ଘରୁ କୁଆଡେ ଗଲା ପରେ ନିଖୋଜ ଅଛନ୍ତି । ଏନେଇ ତାଙ୍କ ଘର ଲୋକ କଣ୍ଟାମାଲ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆଜି ମିଳିତ ଶିକ୍ଷକ ସଂଘ କଣ୍ଟାମାଲ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୨ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ମହାନଦୀ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ
Read More...