ବୌଦ୍ଧ ବ୍ଲକ ଏକ୍ସକ୍ୟାଡର ଶିକ୍ଷକଙ୍କ ସାଂଗଠନିକ ବୈଠକ
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଏକ୍ସ କ୍ୟାଡର ଶିକ୍ଷକଙ୍କ ଏକ ସାଂଗଠନିକ ବୈଠକ ଅଇଲାପାଲି ସ୍କୁଲଠାରେ ବ୍ଲକ ସଭାପତି ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂପାଦକ ବୀରବିକ୍ରମ ପ୍ରଧାନ ସଂଗଠନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ!-->…
Read More...
Read More...