କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା
ବୌଦ୍ଧ : କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଥିବା ନେଇ ଜଣାପଡ଼ିଛି । ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍ଡିଭିଜନ, ଏନ୍ଏସି ମାନ୍ୟତା ସହ ଏକ ସବ୍ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି୧୨ ଘଣ୍ଟିଆ!-->…
Read More...
Read More...