ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣି ସ୍ୱାମୀ ଫେରାର୍
ବୌଦ୍ଧ : ସ୍ତ୍ରୀକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫିସ୍ ଫିସ୍ କରି ହାଣି ସ୍ୱାମୀ ଫେରାର୍ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଉନ୍ ଥାନା ଅନ୍ତର୍ଗତ ବୃନ୍ଦାବନ ଗାଁ ଟିକିରା ସାହିରେ । ମୃତ ମହିଳା ଜଣଙ୍କ ହେଲେ ଆମ୍ବବୃତି ନାଗ ଏବଂ ଅଭିଯୁକ୍ତ ସ୍ୱାମୀ ହେଲା ସନାତନ ନାଗ । ଖବର ଅନୁଯାୟୀ!-->…
Read More...
Read More...