Browsing Tag

bonogmunda news

ବଙ୍ଗୋମୁଣ୍ଡାରେ ସାମ୍ବାଦିକ ସଂଘ ଓ ବନ ବିଭାଗ ପକ୍ଷରୁ ୭୬ତମ ମହୋତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି
Read More...

ବେଳପଡ଼ାରେ ଶ୍ରମିକ ଶକ୍ତି ସଂଘ ତରଫରୁ ୭୬ତମ ବନ ମହୋତ୍ସବ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଶ୍ରମିକ ଶକ୍ତି ସଂଘ ଓ ଉଚ୍ଚ ବିଦ୍ୟାଳୟରର ମିଳିତ ଉଦ୍ୟମରେ ୭୬ ତମ ବନ ମହୋତ୍ସବ ଉପଲକ୍ଷେ "ଏକ ପେଡ ମା' କେ ନାମ " କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ରସାନନ୍ଦ
Read More...

ବଙ୍ଗୋମୁଣ୍ଡାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ : ସ୍ୱାସ୍ଥ୍ୟ ସେବା ସୁଧାର ନ ହେଲେ ଆନ୍ଦୋଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା କୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ପୂର୍ବତନ ବିଜେଡି ଯୁବ ସମ୍ପାଦକ ଅଜିତ କୁମାର ଯୋଶୀ । ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ
Read More...

କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଞ୍ଚଳକୁ ପରିଦର୍ଶନ କଲେ ଗୃହ କମିଟି ସଦସ୍ୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଓଡିଶା ବିଧାନସଭା ଗୃହ କମିଟିର ୯ ଜଣିଆ ସଦସ୍ୟ । କଣ୍ଟାବାଞ୍ଜି ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଅଞ୍ଚଳର
Read More...

ବଙ୍ଗୋମୁଣ୍ଡାରେ ବିଜେପି ସମବାୟ ପ୍ରକୋଷ୍ଠର ସାଙ୍ଗଠନିକ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବିଜେପି ସମବାୟ ପ୍ରକୋଷ୍ଠର ଜିଲ୍ଲା ସାଙ୍ଗଠନିକ ବୈଠକ ଜିଲା ସଂଯୋଜକ ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ରଞ୍ଜନ ମଙ୍ଗରାଜ,
Read More...

ବଙ୍ଗୋମୁଣ୍ଡାରେ ଡକ୍ଟର ଶ୍ୟାମାପ୍ରସାଦ ମୂଖାର୍ଜୀଙ୍କ ବଳିଦାନ ଦିବସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ବଳିଦାନ ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି ପବିତ୍ର ବଛାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଷୀରସିନ୍ଧୁ ବଛା, ନରସିଂହ ଥନାପତି,
Read More...

ସେବା ଓ ବିକାଶ ବାହାନ ଯାତ୍ରାରେ ବହୁ ଲୋକ ସାମିଲ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଓ ଗନ୍ଧରାବନ୍ଧ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଇଁ ରହିଥିବା ସରକାରଙ୍କ ଜନହିତକର ଯୋଜନା
Read More...

ସେବା ଓ ବିକାଶ ବାହାନ ଯାତ୍ରାରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା କୁଣ୍ଡାବୁଟୁଲା, ଝଲପ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି
Read More...

ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁ ନାହିଁ ଚାଉଳ : ଲେପ୍ସ ଆଲରେ ଚାଉଳରୁ ବଞ୍ଚିତ କରାଯାଉଥିବା ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ବଦଳରେ ସମସ୍ୟା ଦ୍ୱିଗୁଣିତ ହୋଇଛି । ଓଡିଶାବାସୀଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ବଲାଙ୍ଗିର ଜିଲ୍ଲାର
Read More...

ସେବା ଓ ବିକାଶ ବାହାନ ଯାତ୍ରାରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମୁଣ୍ଡପଦର, ଦେଢ଼ଗାଁ, ଭୁଷଲାଡ଼ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ
Read More...