ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବୁପାଲି କେନାଲ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ଜଣକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ବାବୁପାଲି ଗାଁର କନ୍ଦର୍ପ କୁମ୍ଭାର(୪୨)!-->…
Read More...
Read More...