Browsing Tag

bhogarai news

ନାଚିନ୍ଦା ଗ୍ରାମ ପଞ୍ଚାୟତ ରଘୁଚକ ସେବାଶ୍ରମ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରଘୁଚକ ସେବାଶ୍ରମ ସ୍କୁଲ ପରିସରରେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଚଉଦଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ବିଭାଗର ପ୍ରତିଯୋଗିତା ସହ ସୁରଭି ଏବଂ ଓଡିଶା ମିଲେଟସ୍
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରୁ କୋଚିଂ ନେଇ ଟପର ହେଲେ ବାପଛେଉଣ୍ଡ ଈଶାଣେଶ୍ୱରୀ

ଭୋଗରାଇ, (ଶିବନାରାୟଣ ପାତ୍ର) : ଚଳିତ ବର୍ଷ +୨ କଳା ପରୀକ୍ଷା ଫଳରେ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଈଶାଣେଶ୍ଵରୀ ସାହୁ ମୋଟ୍ ୪୭୮ ମାର୍କ୍ସ ରଖି କଲେଜ ଟପ୍ପର ହୋଇଛନ୍ତି । ସେ ଦହମୁଣ୍ଡା ସ୍ଥିତ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଯୁକ୍ତ ଦୁଇ କଳାରେ ଦୁଇ
Read More...

ଆରୁହାବୃତ୍ତି ନଂ-୧ ଗ୍ରାମରେ ନୂତନ ଶିବମନ୍ଦିର ନିର୍ମାଣର ଭୂମିପୂଜା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ- ୧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର ସଭାପତି ତଥା ସମାଜସେବୀ ଅଶ୍ୱିନୀ କୁମାର ଦତ୍ତ, ଟୁଟୁ ପ୍ରଧାନ, ନଗେନ୍ଦ୍ର ପାତ୍ର, ସୁଧାଂଶୁ ମିସ୍ତ୍ରୀଙ୍କ ପ୍ରଚେଷ୍ଠାରେ ଭବ୍ୟ ନୂତନ ଶିବମନ୍ଦିର ନିର୍ମାଣ କାର୍ଯ୍ୟ କରିବା ପାଇଁ
Read More...

୧୯୮୬-୮୯ ବ୍ୟାଚର ଦହମୁଣ୍ଡା ହାଇସ୍କୁଲରେ ବନ୍ଧୁମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : "ସ୍ମୃତି ତ କେବେ ନୁହେଁ ଫିଙ୍ଗିବାର, ଫିଙ୍ଗି ପାରିଲେ ସେ ପା'ନ୍ତା ନିସ୍ତାର ।" ଏକଦା ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ଦହମୁଣ୍ଡା ହାଇସ୍କୁଲରେ ଅଧ୍ୟୟନ କରୁଥିବା ତଥା ଗୋଟିଏ ଛାତ ତଳେ ପଢ଼ୁଥିବା, ହସୁଥିବା, ଖେଳୁଥିବା, ମଜା କରୁଥିବା ଓ କେତେ ରାଗ ରୁଷା ମାନ
Read More...

ନାଚିନ୍ଦାରେ ସରବତ ବିତରଣ କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳଚଣ୍ଡି ମନ୍ଦିରଠାରେ ସ୍ୱେଛାସେବୀ ଯୁବକ ପଣ୍ଡିତ ଗଜାନନ ମହାପାତ୍ର, ଉତ୍ତମ ମହାନ୍ତି ଏବଂ ଜୟଦେବ ଦାସଙ୍କ ନେତୃତ୍ୱରେ ସରବତ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଖରା ଏବଂ
Read More...

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ବୁଧକୁସୁମି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପରିଡ଼ା ୨୧ ବର୍ଷ ଶିକ୍ଷକତା ପରେ ସରକାରଙ୍କ ନିୟମ ଅନୁସାରେ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଆଜି ରବିବାର ଛୁଟିଦିନ ରହିଥିବାରୁ ଏକ୍ସକେଡର ସଂଘର ବାଲେଶ୍ୱର
Read More...

କିଆର୍ଦ୍ଦା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଦୁଡପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ କିଆର୍ଦ୍ଦା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କେଦାରନାଥ ପାଢି ଉଦ୍‌ଘାଟନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ଶିବଶଙ୍କର
Read More...

କଞ୍ଚନେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରା ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ୍ ଅନ୍ତର୍ଗତ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ମହାପବିତ୍ର ଚଡ଼କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେର ଜଣ ଭକ୍ତ ଉପବାସ ବ୍ରତ ଧାରଣ କରି ତେର ଦିନପରେ କୁଣ୍ଡ ପୋଖରୀ ନିକଟରୁ ବାହାରି ହାକାଣ୍ଡ ପୋଖରୀରେ ପାଟ ଉତ୍ସବ ପାଳନ
Read More...

ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ପ୍ରଧାନ ସଭାପତିତ୍ୱ କରି ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ୩୦ନଂ ଜୋନର
Read More...

ଭୋଗରାଇ ମୋ ପରିବାର ପକ୍ଷରୁ ଉତ୍କଳ ଦିବସରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦୁଡପଳ ଗ୍ରାମ ପଞ୍ଚାୟତର ଅଧିନସ୍ଥ ବାହାର୍ଦ୍ଦାଠାରେ ଭୋଗରାଇ ମୋ ପରିବାର ଟ୍ରଷ୍ଟ ପକ୍ଷରୁ ୮୮ତମ ପବିତ୍ର ଉତ୍କଳ ଦିବସ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦୁଡ଼ପଳ ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ଅନାଦି
Read More...