ବ୍ରାଉନ୍ସୁଗର ଜବତ, ୧ ଗିରଫ
ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପୁଣି ଥରେ ଜବତ ହୋଇଛି ବେଆଇନ ବ୍ରାଉନ୍ସୁଗର । ଶୁକ୍ରବାର ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ସ୍ଥାନୀୟ ନକ୍ଟିଗୁଡ଼ା ଛକରେ ଚଢାଉ କରି ଶିବ ସେନାପତି ନାମକ ଯୁବକକୁ ଗିରଫ କରିଛି ପୋଲିସ । ସଂପୃକ୍ତ ଯୁବକଙ୍କଠାରୁ!-->…
Read More...
Read More...