Browsing Tag

bhabanipatana news

ଭବାନୀପାଟଣାଠାରେ ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏଜେଣ୍ଡା ଅନୁଯାୟୀ ଜିଲ୍ଲା ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ବିଭାଗୀୟ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ବୃଦ୍ଧା ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି.କେ. ସାହୁ) : ଜୟପାଟଣା ବ୍ଲକ ମୁଖିଗୁଡାର ଜଣେ ବୃଦ୍ଧା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ ଠିକ୍‌ ସେ ଚାଲି ପାରିରୁ ନଥିଲେ । ଏକ ବାଉଁଶ ବାଢି ସାହାଯ୍ୟରେ ଚାଲୁଥିଲେ । ନିଜର ବୋଲି କେବଳ ସ୍ୱାମୀ ଛଡା ପୁଅ ଝିଅ କେହି ନାହାନ୍ତି । ସେ ଦିବ୍ୟାଙ୍ଗ ହେତୁ ଅନେକ
Read More...

ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀଙ୍କ ପରଲୋକ

ଭବାନୀପାଟଣା, (ପି.କେ. ସାହୁ) : ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଗତକାଲି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ଗତକାଲି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ
Read More...

ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ସୁପରିଚିତ ସାହିତ୍ୟ ଭିର୍ତ୍ତିକ ୱେବ ଚ୍ୟାନେଲ ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ କରୋନା ମହାମାରୀ ଯୋଗୁଁ ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି ।ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ମୃତ, ୧ଗୁରୁତର

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଫୁଲିଝରଣ ଯିବା ରାସ୍ତାରେ ଗତକାଲି ସଂନ୍ଧ୍ୟାରେ ୨ବାଇକ୍‌ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସ୍ଥାନୀୟ ମନ୍ଦାରବଗିଚା ପଡ଼ାର
Read More...

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ମହୁରି ସମ୍ମାନ-୨୦୨୧

ଭବାନୀପାଟଣା, (ପି. କେ. ସାହୁ) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଚଳିତ ବର୍ଷର “ମହୁରି ସମ୍ମାନ” ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି
Read More...

ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡିର ପୁଅ : ପିଏମ୍ ୟୁବା ପାଇଁ ଚୟନିତ ହେଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା

ଭବାନୀପାଟଣା, (ପି.କେ. ସାହୁ) : ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା । ଏହି ଯୋଜନାରେ ଶ୍ରୀ ରଣା ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନି ଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍
Read More...

‘ଖଂଗାର୍‌’ ପୁସ୍ତକ ପାଇଲା ବେଷ୍ଟ୍‌ସେଲର୍ ପୁରସ୍କାର

ଭବାନୀପାଟଣା, (ପି.କେ. ସାହୁ) : ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଗତ ବର୍ଷକ ଭିତରେ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ଗଳ୍ପ ପୁସ୍ତକ ଭାବେ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଭୁବନେଶ୍ୱର
Read More...

ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

କଳାହାଣ୍ଡି/ଭବାନୀପାଟଣା, (ପିକେସାହୁ) : ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା "ରକ୍ଷକ" ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଭବାନୀପାଟଣା ସହର ଅବସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦ୍‌ଯାପିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା
Read More...

ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଟାଇମ୍‌ପାସ୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର

ଭବାନୀପାଟଣା, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ଟାଇମ୍‌ପାସ୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର ପାଇଁ କଳାହାଣ୍ଡିର ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗଳ୍ପ ସଂକଳନ ‘ଖଂଗାର୍‌’ ଯୋଗ୍ୟ
Read More...