କପ୍ ସିରପ୍ ବେପାରୀଙ୍କୁ ଗିରଫ କଲା ବେଲପଡା ପୋଲିସ
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ବେଲପଡା ପୋଲିସ ତାର ପାୱାର ଦେଖାଇବାରେ ଲାଗିଛି । ଯେଉଁ ଦିନଠାରୁ ନୂତନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ବେଲପଡାକୁ ଆସିଲେ ସେହିଦିନଠାରୁ ବେଲପଡାରେ ଚାଲିଥିବା ଚୋରା ମଦ, ସଟ୍ଟା ଖେଳ, କପ୍ ସିରପ୍ ବେପାରୀଙ୍କ ନିଦ ହଜିଯାଇଛି । ଏହି!-->…
Read More...
Read More...