Browsing Tag

belpada news

ସଙ୍ଗରୋଧ କେନ୍ଦ୍ରରେ ଖର୍ଚ୍ଚ ବକେୟା ଟଙ୍କା ମିଳୁନି : ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଲେ ବ୍ଲକ ସରପଞ୍ଚ ସଂଘ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକର ସରପଞ୍ଚ ମାନେ ଗତକାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହାସହ ଏକ ୪ଦଫା ଦାବୀପତ୍ର ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ମତେ ବେଲପଡା ବ୍ଲକରେ କରୋନା ମହାମାରୀ ସମୟରେ ଖୋଲା ଯାଇଥିବା ସଂଙ୍ଗରୋଧ
Read More...

କୂଅରୁ ସ୍ୱାମୀଙ୍କ ଶବ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ତରା ଗାଁର ଏକ କୂଅରୁ ଏକ ମୃତଦେହ ବେଲପଡା ପୁଲିସ ଉଦ୍ଧାର କରିଛି । ଉଦ୍ଧାର ମୃତଦେହ ସେହି ଗାଁର କର୍ଣ୍ଣ ମାଝି(୪୦)ବୋଲି ଜଣାପଡିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବଦାହ ପାଇଁ ହସ୍ତାନ୍ତର କରି ଥାନାରେ ଏକ ମାମଲ
Read More...

ବିଅର ଫ୍ୟାକ୍ଟ୍ରି ଭିତରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ଘଟଣାକୁ ନେଇ କ୍ଷତି ପୂରଣ ନାଁରେ ପରିବାର ଲୋକଙ୍କୁ ଠକୁଛନ୍ତି…

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ସରମୁହାଣ ଗାଁରେ ଥିବା ମାଇକଲ୍‌ ବିଅର ଫ୍ୟାକ୍ଟ୍ରିରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନର ଚେତାବନୀ ଦେଇଛି ବେଲପଡା କୋସଲ କମିଟି । ଫ୍ୟାକ୍ଟ୍ରି ମାଲିକ ପରିବାର ଲୋକଙ୍କୁ କ୍ଷତି ପୁରଣ ନାଁରେ ଭୁଆଁ ବୁଲାଇ ପରିବାର ଲୋକଙ୍କୁ ହଇରାଣ
Read More...

୧୦୮ ବର୍ଷିଆ ବୃଦ୍ଧଙ୍କ ଜନ୍ମଦିନ ପାଳନ କଲେ ଜଲିଆ କୋସଲ କମିଟି

ବେଲପଡା, (କରୁଣାକର ବୁଡେକ) : ବର୍ତ୍ତମାନ ଯୁଗରେ ୬୦ ବର୍ଷ ଜୀବନ ବିତାଇବା କଷ୍ଟକର ହୋଇପଡଛି । ବିଭିନ୍ନ ମହାମାରୀ ରୋଗ ଯୋଗୁଁ ଲୋକ ମାନଙ୍କ ଆକାଳରେ ବିୟୋଗ ଘଟୁଛି । ଏପରି ପରିସ୍ଥିତିରେ ୧୦୮ ବର୍ଷ ଧରି ଜୀବନ ବିତାଉଥିବା ଜଲିଆ ଗାଁର ଗୌରହରି ବୁଡେକଙ୍କୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତ
Read More...

ବେଲପଡା ବ୍ଲକରେ ବ୍ୟାପୁଛି ନିଶା କାରବାର : ଦାମୀ ଗାଡିରେ ହେଉଛି ଚାଲଣ, ୧୨୦୦ କପ ସିରଫ ସହ ୨ ଜଣକୁ ଗିରଫ କଲା ପୋଲିସ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା କପାଣି ଗାଁରେ ନିଶାକାର ଚାଲଣ ହେଉଥିବା ବେଳେ ଏକଚାରି ଚକିଆ ଟିଭିୟୁ ମିନର୍ଭା ଗାଡିନଂ ଓଡି୦୩ଆର୫୩୨୫କୁ ପୋଲିସ ଅଟକ ରଖିଛି ।ପରେ ପୋଲିସର ଛାନଭିନପରେ ଉକ୍ତ ଗାଡିରୁ ୧୨୦୦ କପ ସିରଫ ଜବତ କରିବା ସହ ଗାଡି ଡ୍ରାଇଭର କାର୍ତ୍ତିକ ହଂସ ଏବଂ ଗାଡି
Read More...

ମହିଳା ଶକ୍ତି ସଂଗଠନ ତରଫରୁ ଅସହାୟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବେଲପଡା, (କରୁଣାକର ବୁଡ଼େକ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତର ବିଭିନ୍ନ ଗାଁରେ ମହିଳା ଶକ୍ତି ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବେଲପଡା ବ୍ଲକ ଦାୟିତ୍ୱରେ ଥିବା ଯୋଗୀନ୍ଦ୍ର ବୁଡ଼େକ ଓ ଖଗେଶ୍ୱର ବୁଡ଼େକଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ
Read More...

ପ୍ରେମ ସମ୍ପର୍କକୁ ନେଇ ଆକ୍ରମଣ : ଯୁବତୀ ଗୁରୁତର

ବେଲପଡା, (କରୁଣାକର ବୁଡ଼େକ) : ବେଲପଡା ଥାନା ସୁଲେକେଲା ପଞ୍ଚାୟତର ବଙ୍ଗୋମୁଣ୍ଢାବାହାଲ ଗାଁରେ ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଆକ୍ରମଣ ହୋଇଥିବା ବେଲପଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ପୋଲିସ
Read More...

ଗାଁ ଗାଁ ବୁଲି କରୋନାରେ ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କଲେ ବିଧାୟକ ସରୋଜ ମେହେର

ବେଲପଡା, (କରୁଣାକର ବୁଡ଼େକ) : କରୋନା ସଂକ୍ରମଣ ଯୋଗୁଁ ବହୁ ପରିବାର ଉଜୁଡି ଯାଇଛି । ଅକାଳରେ ବହୁ ଲୋକ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏମିତି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ଦୁଖଃର ସାଥି ହେବାପାଇଁ ପାଟଣାଗଡ଼ ବିଧାୟକ ନିଷ୍ପତି ନେଇଛନ୍ତି ଏବଂ ବିଭିନ୍ନ ଗାଁ
Read More...

କେନ୍‌ସରରେ ମୃତ୍ୟୁବରଣ କରିଥିବା ପୀଡ଼ିତା ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ

ବେଲପଡା, (ଅଜିତ କୁମାର ସାହୁ) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଭଗବାନ ବୁଡେକ ଗତ ୨୦୧୯ରେ କେନ୍ସରରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ଶ୍ରମିକ, ଶ୍ରମ କାର୍ୟ୍ୟାଳୟରେ ଲେବର କାର୍ଡ଼ କରିଥିଲେ । ଶ୍ରମବିଭାଗର ଆଇନ ଅନୁଯାୟୀ ଯେଉଁ ଶ୍ରମିକମାନେ ଲେବର କାର୍ଡ଼ କରି ରେଜିଷ୍ଟେସନ
Read More...

ଅସହାୟ ମହିଳାଙ୍କ ଘର ମରାମତି କଲେ ସ୍ୱେଛାସେବୀ ସଂଗଠନ

ବେଳପଡା, (ଅଜିତ କମାର ସାହୁ) : ଯାହାର କେହି ନାହିଁ ତାର କିଛି ନାହିଁ । ଯାହାର କେହି ନୁହନ୍ତି ସେ କେମିତି ଜୀବନ ବିତାଉଥିବ ତାକୁ ହିଁ ଜଣା । ଦେଖଣାହାରୀ ଆହା କହିଚାଲିଥିବ କିନ୍ତୁ ସାହାଯ୍ୟ କରେନାହିଁ । ଏମିତି ଏକ ଅସହାୟ ମହିଳା ଯାହାର କେହି ନାହାନ୍ତି, ସ୍ୱାମୀ ପରିତ୍ୟକ୍ତ
Read More...