Browsing Tag

belpada news

ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସର ଚଢ଼ଉ : ୫ ଗିରଫ

ବେଲପଡ଼ା, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ୍‌ ଭାଲୁଖାଇ ଗ୍ରାମରେ ବାହୁଡ଼ା ଯାତ୍ରା ସମୟରେ ଜୁଆ ଖେଳ ଉପରେ ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ବନମାଲ ଗ୍ରାମର ବିଦ୍ୟାଧର ସାହୁ (୩୪ବର୍ଷ), ବାଗଦୋରର ଗୁନିଆ ତାଣ୍ଡି (୪୦ବର୍ଷ), ମାଲପଡ଼ାର ଲଖିରାମ
Read More...

ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଲେ ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଧୂମାଭଟା ପଞ୍ଚାୟତ ଜଳିଆ ଗ୍ରାମରେ ଚୋରି କରୁଥିବା ବେଳେ ଦୁର୍ବୃତ୍ତକୁ ଧରି ମାଡ ମାରିବା ସହ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୂଚନାନୁସାରେ ଗ୍ରାମର ଶୁକ୍ରୁ ମଲ୍ଲିକଙ୍କ ଘରୁ ଚୋରି କରିବା ପାଇଁ ଦୁର୍ବୃତ୍ତ ପଶିଥିବା ବେଳେ ପରିବାର
Read More...

ଧୁମାଭଟାରେ ସଫେଇ କାର୍ଯ୍ୟକ୍ରମ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ ଜଗନ୍ନାଥ ମନ୍ଦିରଠାରୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡକୁ ଧୁମାଭଟା ମା’ ବସ୍ତ୍ରେନ୍‌ ଡ୍ରାଇଭର ସଂଘ ପକ୍ଷରୁ ସଫେଇ କରାଯାଇଥିଲା । ଏଥିରେ ସଂଘର ସଭାପତି ଗିରୀଶ ନାଏକ, ଉପସଭାପତି ମହେନ୍ଦ୍ର ରଣା, ସମ୍ପାଦକ ସନ୍ତୋଷ ରଣାସହ
Read More...

ପର୍ଲିମାଲ ପଞ୍ଚାୟତରେ ଜଳ ସଂକଟ : ଖୋଳା ହେଲା ଅସ୍ଥାୟୀ ଚହଲା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ୍‌ ପର୍ଲିମାଲ ପଞ୍ଚାୟତରେ ଏବେ ଜଳ ସଂକଟ ଉତ୍କଟ ହୋଇଛି । ଗାଧୋଇବା ତ' ଦୂରର କଥା ପିଇବା ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସରପଞ୍ଚ ପୁଷ୍ପାଞ୍ଜଳି ପାଢୀ ଅଞ୍ଚଳର ଲାହାନ୍ତ ନଦୀରେ ନିଜେ ଉପସ୍ଥିତ ରହି ଏକ ଅସ୍ଥାୟୀ ଚହଲା
Read More...

୨୬ ନଂ ଜୋନ୍‌ର ବିଭିନ୍ନ ପଞ୍ଚାୟତର ପାଣି ଟାଙ୍କିମାନଙ୍କର ପରିଦର୍ଶନ କଲେ ଜିଲ୍ଲା ପରିଷଦ ଶ୍ରୀମତି ଅନିମା ଦାଶ

ବେଲପଡା, (କେପିଏନ୍‌ଏସ୍‌) : ଆଜି ୨୬ ନଂ ଜୋନ୍‌ର ବିଭିନ୍ନ ପଞ୍ଚାୟତ ଧୁମାଭଟା, ମଣ୍ଡଳ, ମଧ୍ୟପୁର, ସୁଲେକେଲା ପଞ୍ଚାୟତର ନିର୍ମାଣାଧିନ ପାଣିଟାଙ୍କିମାନଙ୍କର ପରିଦର୍ଶନ କରିଥିଲେ ୨୬ ନଂ ଜୋନ୍‌ର ଜିଲ୍ଲା ପରିଷଦ ଶ୍ରୀମତି ଅନିମା ଦାଶ । ଅନେକଗୁଡ଼ିଏ ସମସ୍ୟା ଦେଇ ଏହି ସବୁ ପ୍ରକଳ୍ପ ଗତି
Read More...

କପାଣି ଅଂଚଳରେ ଆମ୍ବୁଲାନ୍ସ ଦୁର୍ଘଟଣା

ବେଲପଡା, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ କପାଣି ଅଂଚଳରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡାରେ ଥିବା ଗଛରେ ବାଡେଇ ହୋଇଥିଲା । ଫଳରେ
Read More...

ସଡକ ଦୁର୍ଘଟଣା : ବସ ଓ ବାଇକକୁ ଧକ୍କା ଦେଲା ହାଇୱା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ଥାନା ଅଞ୍ଚଳର ବେଲପଡାର ମୁଖ୍ୟରାସ୍ତା ତାରିଣୀ ମନ୍ଦିର ଠାରେ ଏକ ହାଇୱା (ଓଆର୍‌୧୮ବି୩୦୭୪) ଏକ ଯାତ୍ରୀବାହୀ ବସ୍‌ ଓ ବାଇକ ଧକ୍କା ଦେଇଥିଲା । ତେବେ ଏଥିରେ ବାଇକ ଚଳକ ସାମାନ୍ୟ ଆହତ ହୋଇଥିଲେ । ବେଶୀ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି । ଅଭିଯୋଗ
Read More...

ଜ୍ୟୋତିର୍ବିଦ ଅଜିତ କରଙ୍କୁ ଡକ୍ଟର ଅଫ୍‌ ଆଷ୍ଟ୍ରୋଲୋଜି ସମ୍ମାନ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ କାନୁଟ ଗ୍ରାମର ପଣ୍ଡିତ ଅଜିତ କରଙ୍କୁ କାଶୀ(ବାରାଣାସୀ)ର ବିଦ୍ୟାନଗରୀଠାରେ ରବିବାର ଭେଦିକ ସରଇନ୍ସ ପକ୍ଷରୁ ଡକ୍ଟର ଅଫ୍‌ ଆଷ୍ଟ୍ରୋଲୋଜି ସମ୍ମାନରେ ସମ୍ମାନିତ କରାଯାଇଛି । ସେଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜ୍ୟୋତିଷ ସମ୍ମିଳନୀରେ
Read More...

ବେଲପଡା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଏବଂ ଡାକ୍ତରଖାନା ପରିଦର୍ଶନ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ନବ ନିର୍ବାଚିତ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ଏବଂ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ଏବଂ ସଭ୍ୟମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ
Read More...

ଗମ୍ଭାରୀ ଆଞ୍ଚଳିକ ଯୁବ ସଂଗ୍ରାମ କମିଟି ପକ୍ଷରୁ ଶହୀଦ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ୍ ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଗମ୍ଭାରୀ ଆଞ୍ଚଳିକ ଯୁବ ସଂଗ୍ରାମ କମିଟି ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଛି । କମିଟିର ସଭ୍ୟ ବିକାଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟି ସଭ୍ୟ ହରି ମେହେର,
Read More...