Browsing Tag

belpada news

କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ଗିରଫ କଲା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ବେଲପଡ଼ା ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ରାତ୍ର ସମୟରେ ଆଲିସାନ ସିନେମା ହଲ୍‌ରେ ସିନେମା ହଲ୍‌ ମାଲିକଙ୍କ ପୁଅ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ
Read More...

ବାଗଦୋର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅସହାୟମାନଙ୍କୁ ପୋଲିସ ପ୍ରଶାସନ ଦ୍ୱାରା କମ୍ବଳ ବଣ୍ଟନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ବେଲପଡା ପୋଲିସ ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଅସହାୟ ନିରୀହମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଉକ୍ତ ଗ୍ରାମ ପଞ୍ଚାୟତର ଶତାଧିକ ବୃଦ୍ଧବୃଦ୍ଧାମାନଙ୍କୁ
Read More...

ବେଲପଡାଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ବେଲପଡା ବ୍ଲକ ଅଧ୍ୟକ୍ଷା
Read More...

ତେନ୍ତୁଳିମୁଣ୍ଡାଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗ୍ରାମଠାରେ ୨୦ତମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି
Read More...

ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ

ବେଲପଡା, (କେପିଏନ୍‌ଏସ୍‌) : ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ପୁରୁଷୋତ୍ତମଙ୍କୁ ହତ୍ୟା ଅଭିଯୋଗରେ ଗାଁର କଲୋନୀପଡାର ଶିଷ୍ୟ ହେମନ୍ତ ପୁଟିକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗୁରୁଦ୍ରୋହୀ ଅଭିଯୁକ୍ତ ଶିଷ୍ୟକୁ ପୋଲିସ ଗିରଫ କରିବା ପରେ
Read More...

ଚାଷୀଙ୍କୁ ନିର୍ଯାତନା ଓ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ମାମଲା

ବେଲପଡା, (କେପିଏନ୍‌ଏସ୍‌) : ଧାନ ବିକ୍ରି ପାଇଁ ପ୍ୟାକ୍ସର ସମ୍ପାଦକ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ଚାଷୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ଏବେ ହରଡ଼ ଘଣାରେ ପ୍ୟାକ୍ସ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀ । ଏମିତି ଘଟଣା ଘଟିଛି ବେଲପଡା ଥାନା ଘଗୁର୍ଲି ପ୍ରାଥମିକ ସମବାୟ ସମିତିରେ ।
Read More...

ବେଲପଡା ଦୀନରଘୁ ହାଇସ୍କୁଲରେ ବାର୍ଷିକ କ୍ରୀଡା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ଦୀନରଘୁ ମେହେର ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତା, ଶିକ୍ଷକ ପ୍ରଭାକର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରପଞ୍ଚ ହରିଶ୍ଚନ୍ଦ୍ର ବୁଡେକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...

ବେଲପଡାରେ ରକ୍ତଦାନ ଶିବିର ୧୬ରେ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ପଞ୍ଚାୟତ ସମିତି କଲେଜରେ ‘ସମ୍ବାଦ-ଆମ ଓଡିଶା’ ପକ୍ଷରୁ ପଞ୍ଚାୟତ ସମିିତିି କଲେଜ ସହାୟତାରେ ଆସନ୍ତା ୧୬ ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଏ ପରିପ୍ରେକ୍ଷୀରେ ସୁଦାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି
Read More...

ବେଲପଡା ନବୋଦୟ ସ୍କୁଲରେ ବାର୍ଷିକ କ୍ରୀଡା ସମାରୋହ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ନବୋଦୟ ସ୍କୁଲରେ ୩୫ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି, ବିଡିଓ ଭିକ୍ଟର ସୋରେନ, ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ସଞ୍ଜୟ ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ସଞ୍ଜୀବ
Read More...

କୀର୍ତ୍ତନ ସ୍କୁଲରେ ଗୋଷ୍ଠୀ ସାଧନ କେନ୍ଦ୍ର ଲୋକାର୍ପିତ

ବେଲପଡା, (କେପିଏନ୍‌ଏସ୍‌) : ଆମେରିକାନ ଇଣ୍ଡିଆନ ଫାଉଣ୍ଡେସନ ପକ୍ଷରୁ କୀର୍ତ୍ତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଗୋଷ୍ଠୀ ସାଧନ କେନ୍ଦ୍ର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ବେଲପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଟିନା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ।
Read More...