Browsing Tag

basudevpur news

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ

ବାସୁଦେବପୁର : ବାସୁଦେବପୁର ବ୍ଲକ ରୋଡରେ ଥିବା ଆରତି ଆଲମାରୀ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବ ବୋଲି ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ୧ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି
Read More...

ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗ : ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ

ବାସୁଦେବପୁର : ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରି ଅଟକ ରଖିଥିବା ଜଣାପଡିଛି । ବାସୁଦେବପୁର ବ୍ଲକର କୁମାରପୁର ପଂଚାୟତର ୧୦ ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସର ସିଲ ଟାମ୍ପରିଙ୍ଗ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୧୦ ନଂ.
Read More...

ୱାର୍ଡ ସଭ୍ୟଙ୍କ ଘରକୁ ରାତି ଅଧିଆ ଆକ୍ରମଣ ଅଭିଯୋଗ

ବାସୁଦେବପୁର : ବାସୁଦେବପୁର ବ୍ଲକ ନୁଆଗାଁ ପଂଚାୟତ ଭାଟପଡା ଗ୍ରାମରେ ରବିବାର ଦିନ ବିଳମ୍ବିତ ରାତିରେ ୪ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘର ଉପରେ ରାତି ଅଧିଆ ଆକ୍ରମଣ ହୋଇଥିବା ନେଇ ଶ୍ରୀ ଜେନା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ରବିବାର ରାତି
Read More...