Browsing Tag

bargarh news

ତୁହାକୁ ତୁହା ବିଦ୍ୟୁତ କାଟ, ବିଦ୍ୟୁତ ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରତ୍ୟେହ ବିଦ୍ୟୁତ ସରବରାହ କାଟ, ଟ୍ରିପିଙ୍ଗ ଓ ମରାମତି ନାମରେ ୮/୯ ଘଣ୍ଟା ବନ୍ଦ ରହିବା ଫଳରେ ଲୋକମାନେ ବହୁ ହନ୍ତସନ୍ତ
Read More...

ବିଡ଼ିପିଏଲ୍‌ – ୭ ପାଇଁ ଖେଳାଳୀ ନିଲାମୀ ସରିଲା : ଚୟନ ହେଲେ ୮୩ ଜଣ ଖେଳାଳୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ ବିଡ଼ିପିଏଲ୍‌ - ୭ ପାଇଁ ଖେଳାଳୀ ନିଲାମୀ ଗତକାଲି ସ୍ଥାନୀୟ ସ୍ୱୟଂସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫ ଜଣ ୧୬ ବର୍ଷରୁ କମ ବୟସର, ୧୦ ଜଣ ୧୯ ବର୍ଷରୁ କମ ବୟସର ଖେଳାଳୀଙ୍କ ସମେତ ମୋଟ ୮୩ ଜଣ ଖେଳାଳୀ
Read More...

ବରଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନୂତନ ସଭାପତି ଭାବେ ସୁଶିଲ କୁମାର ଦାସ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ କମଳା କାନ୍ତ ଗଡତିଆ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବରେ
Read More...

ବିପଦ ମୁକ୍ତ ଅଛନ୍ତି ବରଗଡ ଟାଉନ ଥାନା ଅଧିକାରୀ

ବରଗଡ଼, (ନିରେଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଏକ ଘଟଣାର ଅନୁସନ୍ଧାନ କରିବାକୁ ଯାଇଥିବା ସମୟରେ କଟକ ଜଗତସିଂହପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ଏପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏ ଖବର ପାଇବା ମାତ୍ରେ ଆଜି ସଂକଳ୍ପ ପରିବାର
Read More...

ଆସନ୍ତା ୨୬ରେ କୃଷକଙ୍କ ଆନ୍ଦୋଳନ : ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୬ ତାରିଖ ଦିନ ୫ ଦଫା ଦାବୀରେ କୃଷକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଗତକାଲି ଅତାବିରା ଠାରେ ଅନୁଷ୍ଠିତ ଜୟ କିଷାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା ।
Read More...

ବେହେରାପାଲିଠାରେ ସାଇ ଭଜନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମଠାରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଶିରିଡି ସାଇ ବାବାଙ୍କ ଜନ୍ମ ଦିନ ପାଳନ ଅବସରରେ ଏକ ସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଣିମୋରାର ଶ୍ରୀ ଶ୍ରୀ ସାଇ ଭଜନ
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ

ଏପ୍ରିଲ ୧୨ ତାରିଖରେ ଖେଳାଳୀ ଚୟନପାଞ୍ଚୋଟି ଦଳର ଆଇକନ ଖେଳାଳୀ ଘୋଷିତ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡର ଚର୍ଚ୍ଚିତ ଦିବା ରାତ୍ର କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ ଆରମ୍ଭ ହୋଇ ମଇ ୧୪
Read More...

ସୋହେଲା ପୋଲିସ ପକ୍ଷରୁ ଜଳଛତ୍ର ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ଜଳକ୍ଳିଷ୍ଟ ହେଲାଣି । ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ଏଇ ସମୟରେ ପଥଚାରୀଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ସୋହେଲା ପୋଲିସ ପକ୍ଷରୁ ଆଜି ଥାନା ସମ୍ମୁଖରେ ଜଳଛତ୍ର ଅଭିଯାନ
Read More...

ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ବଲାଙ୍ଗିର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟି ଶ୍ରମିକ ମାନେ ଆହତ ହୋଇଛନ୍ତି । ଉକ୍ତ ବୁଲାଣିରେ ଏକ୍‌ ପିକଅପ୍‌ ଭ୍ୟାନ (ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ୧୫
Read More...

କନିଷ୍ଠ ଶିକ୍ଷକଙ୍କୁ ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକରେ ଥିବା ୩୦ ଜଣ କନିଷ୍ଠ ଶିକ୍ଷକଙ୍କୁ ଗତକାଲି ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ
Read More...