ସମ୍ବଲପୁରୀ ସଂଗୀତ ଜଗତର ଅନ୍ୟତମ ସଫଳ ସଂଗୀତ ନିର୍ଦ୍ଦେଶକ, ଗାୟକ, କମ୍ପୋଜର ଶ୍ରୀରାମ ଲୁହୁରା ଆଉ ନାହାନ୍ତି
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁରୀ ସଂଗୀତ ଜଗତର ଅନ୍ୟତମ ସଫଳ ସଂଗୀତ ନିର୍ଦ୍ଦେଶକ, ଗାୟକ, କମ୍ପୋଜର ଶ୍ରୀରାମ ଲୁହୁରାଙ୍କୁ ଗତକାଲି ରାତିରେ କଟକକୁ ଉନ୍ନତ ଚିକିତ୍ସା ଲାଗି ନେବା ବାଟରେ ରାତି ୨ଟାରେ ତାଙ୍କ ପରଲୋକ ହୋଇଯାଇଛି । ସେ ଅନେକ କ୍ୟାସେଟ ଗୀତରେ ସଂଗୀତ ପ୍ରଦାନ!-->…
Read More...
Read More...