ଦକ୍ଷିଣ ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟି ଫେରିଲେ ଆଶୀର୍ବାଦ
ବରଗଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ବରଗଡ, (ନିରୋଜ କୁମାର ପାଣୀ) : ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଲିତା ଟିକିରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ଆଜି!-->!-->!-->…
Read More...
Read More...