Browsing Tag

bargarh news

ଗୁଡେଶିରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ପ୍ରତ୍ୟେକ ମଣ୍ଡପରେ ମହାସମାରୋହରେ ପାଳନ ହେବାକୁ ଯାଉଛି ଚଳିତ ବର୍ଷ ଦୁର୍ଗାପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା କମିଟି ତତ୍ପରତା ଦେଖାଇଛନ୍ତି । ବରଗଡ଼ ସହରରେ ପ୍ରାୟତଃ ୨୫ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବା ବେଳେ ସହର ଆଖପାଖ
Read More...

ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବୁଦ୍ଧଦେବ ପ୍ରଧାନଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଭଗବାନ ମିଶ୍ର ସ୍ମୃତି ସମିତି ତରଫରୁ ବିଶିଷ୍ଟ ନାଟ୍ୟକାର, ଶିକ୍ଷାବିତ, ନିର୍ଦ୍ଦେଶକ ତଥା ଜାତୀୟ ପୁରଷ୍କାରପ୍ରାପ୍ତ ସ୍ୱର୍ଗତ ବୁଦ୍ଧଦେବ ପ୍ରଧାନଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ସମିତିର
Read More...

ବେଆଇନ ଜୁଆ ଆଡ୍ଡାରେ ଅତାବିରା ପୋଲିସର ଚଢାଉ : ୬ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ପୋଲିସ ଷ୍ଟେସନ ଖରମୁଣ୍ଡା ପଂଚାୟତ ବନ୍ଦଲିଟିକା ଜୁଜୁଗାଁରେ ବେଆଇନ ଭାବେ ଚାଲିଥିଲା ଘୁଡୁଘୁଡୁ ପଟି । କୌଣସି ସୁତ୍ରରୁ ଖବର ପାଇ ଜୁଆ ଆଡ୍ଡାରେ ପୋଲିସ ପହଞ୍ଚି ଚଢ଼ାଉ କରିଥିଲା । ତେବେ ଏହି ଚଢାଉରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ
Read More...

ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ‘ସର୍ବ ଧର୍ମ ପ୍ରାର୍ଥନା ସଭା’ର ଆୟୋଜନ

ବରଗଡ, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ତଥା ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଆଜି ରାହୁଲ ଗାନ୍ଧୀ "ଭାରତ ଯୋଡ"
Read More...

ବୁଡାମାଲରେ ଗୁରୁଦିବସ ପାଳିତ

ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ତରଫରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁଙ୍କ ସଭାପତିତ୍ୱରେ ତଥା ସଭାପତି ଶେଷଦେବ
Read More...

ବରଗଡ ବ୍ଲକସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ବରଗଡ଼ ବ୍ଲକସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବରଗଡ଼ ବ୍ଲକ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ
Read More...

ରେଳ ଉପୋଭକ୍ତା ସଂଘର ପ୍ରେସ ବିଜ୍ଞପ୍ତି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଓ ବଲାଙ୍ଗିର ରେଳ ଷ୍ଟେସନର ସମାନ ସମସ୍ୟାର ସମାଧାନ କରାଯିବା ପାଇଁ ଉଭୟ ରେଳ ଉପଭୋକ୍ତା ସଂଘର ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଗତ ରବିବାର ଦିନ ଏହି କମିଟିର ସଦସ୍ୟମାନେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ
Read More...

ମା’ ପୂର୍ଣ୍ଣମାସୀ ସାଂସ୍କୃତିକ କଳା ପରିଷଦ ଚାନ୍ଦୁଆପାଲିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ସତଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୁଆପାଲି ଗ୍ରାମର ମା' ପୂର୍ଣ୍ଣମାସୀ ସାଂସ୍କୃତିକ କଳା ପରିଷଦ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁବନେତା ଶଶଧର ସାହୁ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ
Read More...

କଟାପାଲିର ଶ୍ରୀ ଗଣେଶ ପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ସ୍ଥିତ ସାଂସ୍କୃତିକ କଳା ପରିଷଦର ଶ୍ରୀ ଗଣେଶ ପୂଜା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି
Read More...

ବହି ମାନବକୁ ମହାମାନବରେ ପରିଣତ କରିପାରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବହି ଏକ ଅମୂଲ୍ୟ ସମ୍ପଦ । ମାଟି, ମାଆ, ସପ୍ସସ୍କୃତି, ପରମ୍ପରା, ଦେଶ, ବିଦେଶ ସହ ସମ୍ପର୍କ ସ୍ଥାପନରେ ବହିର ଭୂମିକା ଅବର୍ଣ୍ଣନୀୟ । ବହି ମାନବକୁ ମହାମାନବରେ ପରିଣତ କରିବାର କ୍ଷମତା ରଖେ । ତେଣୁ ଛାତ୍ରଛାତ୍ରୀମାନେ ପାଠାଗାର ଯାଇ ପୁସ୍ତକ ପଠନ ପ୍ରତି
Read More...